ନାଉଗାଁ ବ୍ଲକ ରେ।ହିଆ ପଂଚାୟତ ର କଂଗ୍ରେସ ଦଳ ର କମୀ ବିଜେଡି ରେ ଯେ।ଗଦାନ କରିଛନ୍ତି । ଆଜି ସ୍ବାଧୁ ଗେ।ସାମୀ ମଦିର ପ୍ର।ଣଙ୍ଗରେ ବିଜେଡି ସଭାପତି ବିଷ୍ନୁ ଚରଣ ସାହୁ ଅମୀୟ ମହାନ୍ତି ଙ୍କ ତତ୍ବାବଧାନରେ କଂଗ୍ରେସ କମୀମାନେ ଯେ।ଗଦାନ କରିଥିଲେ ,ବନମାଳୀ ପରିଡା,ବାଣୀପ୍ରସାଦ ପରିଡା, ସନାତନ ପରିଡା,ଜଗମେ।ହନ ସ୍ବାଇଁ, ଚଗଲି ପରିଡା, ରମାକାନ୍ତ ରାଉତ, ଶତାଧିକ କମୀମାନଙ୍କୁ କୃଷକ ମଂଞ୍ଚର ସଭାପତି ପ୍ରକାଶ କୁମାର ବସ୍ତିଆ, ପୁଷ୍ପମାଳ ଦେବାସହିତ ବିଜେଡି ଦଳପାଇଁ ଆଗାମୀ ଦିନରେ କାମ କରିବା ଆହ୍ହାନ ଦେଇଥିଲେ।ଏଥି ସହିତ ବିଜେଡି ଦଳର ବ୍ଲକ ସଭାପତି ସୁଜିତ୍ କୁମାର ମଲ୍ଲିକ୍ , ନଗେଦ୍ର କୁମାର ମହାନ୍ତି , ଶମ୍ବୁନାଥ ସ୍ବାଇଁ, ଦିଲ୍ପୀପ୍ ମହାନ୍ତି , ଅଜିତ୍ ମହାନ୍ତି , ପ୍ରଦୀପ୍ତ କୁମାର ମହାନ୍ତି ,ଜିତେଦ୍ର ମହାନ୍ତି ,ହିମେସ୍ ମହାନ୍ତି ,ଧନେଶ୍ବର ନାୟକ,ବିଭୂତି ସ୍ବାଇଁ, ରାଜକିଶେ।ର ସ୍ବାଇଁ,ଶରତ ଚଦ୍ର ସ୍ବାଇଁ, ଉକ୍ତ ସଭାକୁ ପରିଚାଳନା କରିଥିଲେ ନଗେଦ୍ର ମହାନ୍ତି |
ଜଗତସିଂହପୁର ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ,ଙ୍କ ରିପେ।ଟ