ଜଗତସିଂହପୁର ଠାରେ ବିଶ୍ୱ ପଯ୍ୟଟନ ଦିବସ ପାଳିତ

ଜଗତସିଂହପୁର: ତା =27/9/.20 ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖ ରେ ଜ଼ିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏଥିରେ ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ,ଉପ ଜ଼ିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟନାୟକ । OSD ଶଶାଙ୍କ ଶେଖର ଲେଙ୍କା,କବିତା ମୁର୍ମୁ ପ୍ରମୁଖ ଯୋଗଦେଇଥିଲେ ,ଜ଼ିଲ୍ଲା ରେ ପର୍ଯ୍ୟଟନ ଶିଳ୍ପ ର ବିକାଶ ନିମନ୍ତେ ଜନସାଧାରଣ ଙ୍କୁ ସଚେତନ କରିବା ପର୍ଯ୍ୟଟନ ସ୍ଥଳରେ ସ୍ୱଛତା ରକ୍ଷା କରିବା ଆମ ଜ଼ିଲ୍ଲା  ର ପର୍ଯ୍ୟଟନ ସ୍ଥଳୀ ପାରାଦ୍ୱୀପ ବନ୍ଦର ମା ସାରଳା  ଗୋରେଖନାଥ ,ଶିଆଳି ବେଳାଭୂମି କୁ ଆସୁଥିବା ଅତିଧି ମାନଙ୍କୁ ଉତ୍ତମ ବ୍ୟବହାର କରିବା ପାଇଁ ଜନସାଧାରଣ କୁ ସଚେତନ କରାଯାଇଥିଲା   

ଜଗତସିଂହପୁର ରୁ ପ୍ରଫୁଲ କୁମାର ସାହୁଙ୍କ   ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here