କେ।ଲର ଫଚାୟତରେ ଆବାସ ଯେ।ଜନା ବାଟବଣା, ଜରିପାଲ ଘେରା ଭଙ୍ଗା କୁଡିଆକୁ ପ୍ରଶାସନ ଅଣଦେଖା

ଜଗତସିଂହପୁର:28/9/20:  ସରକାର ଗରିବ ହିତାଧିକାରୀ ମାନଙ୍କ ପାଇଁ ଯେ।ଜନା ଉପରେ ଯେ।ଜନା ପ୍ରଣୟନ କରୁଛନ୍ତି । ଥିଲାବାଲାଙ୍କ ପାଇଁ ମାଳମାଳ ଯେ।ଜନା ଆଉ ନଥିଲା ବାଲାଙ୍କୁ ପଚାରେ କିଏ ।ରାଜ୍ଯସରକାର କହୁଛନ୍ତି ।ଗରିବ ଅସହାୟ ଲେ।କଙ୍କୁ ମିଳିବ ସବୁ ସୁବିଧା ହେଲେ  ଏଠି ବାସ୍ତବ ଚିତ୍ର ହିଁ ବୟାନ କରୁଛି ।ଏହି ଗରିବ ଅସହାୟଙ୍କ ପାଇଁ ସରକାରଙ୍କ ଯେ।ଜନା ପାଉଛି କିଏ ।  ଜଗତସିଂହପୁର ଜିଲ୍ଲା ତିତେ।ଲ ବ୍ଲକ ରେ ଏହି ସବୁ ଆବାସ ଯେ।ଜନାରେ ବ୍ଯତିକ୍ରମ ଦେଖିବାକୁ ମିଳିଛି । ଦୀର୍ଘ ଦୁଇ ବର୍ଷ ହେବ ବିତିଯାଇଥିଲେ ଶୁଦ୍ଧା ନାଁ ପାଇଛନ୍ତି ଘର ନାଁ ପଲିଥିନ୍ ସବୁ ସୁବିଧାରୁ  ବଞ୍ଚିତ  ହେବା ଅତି ଦୁଃଖର ବିଷୟ ପାଲଟିଛି ।ହେଲେ ସରକାରୀ କର୍ମଚାରୀ  ଙ୍କ ଖାମ୍ ଖିଆଲ୍ ମନୋଭାବ ଯେ।ଗୁଁ ଘରଟିଏ ପାଇବାରୁ ବଞ୍ଚିତ‌ ହେ।ଇଛନ୍ତି ।ଆମେ କହୁଛୁ ତିତେ।ର୍ତ୍ତଲ ବ୍ଲକ କେ।ଲର ପଞ୍ଚାୟତର ଧନୁଆ ଗ୍ରାମର ୩ନ଼  ମ୍ଵର ଓ୍ଵ।ଡ଼ ର  ସନାତନ ଦାସ ଙ୍କ କଥା କହିବାକୁ ଯାଉଛି ।ଦୈନିତ ଅବସ୍ଥାରେ ପଡିଛୁ । ଝିଟି ମାଟି ଘର ବି କାମ କରିପାରୁନାହ।ନ୍ତି ।ଅନ୍ଯଘରେ ଆଶ୍ରୟ ନେଉଛନ୍ତି । ସନାତନ ଦାସ ବୟସ -୭୦,ତାଙ୍କ ପତ୍ନୀ ପ୍ରମିଳା ଦାସ ବୟସ -୫୬,ଝିଅ ରଶ୍ମୀତା ଦାସ,ବୟସ-୧୮ବଡପୁଅ, ଶ୍ରୀନିବାସ ଦାସ‌ ବୟସ-୩୧,ସାନପୁଅ,ଅବିନାଶ ଦାସ,-୩୦,ପରିବାର କହିବାକୁ ଗଲେ  ପାଞ୍ଚ‌ ପରିଵାର ସଦସ୍ଯକୁ ନେଇ ସନାତନ ପର ଘରେ ଆଶ୍ରୟ ନେଉଛନ୍ତି ୨ଵର୍ଷ ଘର ଖଣ୍ଡେ ପାଇଁ ବାରମ୍ବାର ଫଚାୟତ ସରଫଚ ବ୍ଲକ ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ  କରିଥିଲେ ମଧ୍ଯ କୈ।ଣସି ସୁଫଳ ମିଳିନଥିବା ଅଭିଯେ।ଗ କରିଛନ୍ତି ।ଦୈନିତ ଅବସ୍ଥାରେ 5ଟି ସଦସ୍ଯ ଦିନ କାଟୁଛନ୍ତି ।ଆବାସ ଯେ।ଜନାରେ ଘର ପାଇଁ ଆବେଦନ କଲେ   ମଧ୍ଯ ଆଜି ପର୍ଯ୍ୟନ୍ତ ଘରଟିଏ ପାଇଁନାହାନ୍ତି ।ତେବେ ଏଭଳି ପରିସ୍ଥିତି ରେ ଘରଟିଏ ଯେ।ଗାଇ ଦେବା ପାଇଁ ଆକୁଳ ନିବେଦନ କରୁଛନ୍ତି ।ଏଠି ପ୍ରଶ୍ନ ଉଠୁଛି ବ୍ଲକ ପ୍ରଶାସନ ବାରମ୍ବାର ତଦନ୍ତ କରୁଛନ୍ତି । ଏମାନଙ୍କୁ ଘର ମିଳୁନାହିଁ କାରଣ କଣ ହେ।ଇପାରେ । ପିସି ନାଁ  ରାଜୈତିକ ଚାପରେ ତଦନ୍ତ ଫାଇଲି ନାଲିଫିତା ତଳେ ଅଟକି ରହୁଛି ।ଏଠି ପ୍ରଶ୍ନ ଉଠୁଛି ଏହି ପରିବାର ପ୍ରଶାସନ ନାଁ ରାଜୈତିକ ଚାପରେ ଏହି ପରିବାର ଆବାସ ଯେ।ଜନାରୁ ବଞ୍ଚିତ ହେଉଛନ୍ତି ।ବେ।ଲି  କେ।ଲର ପଞ୍ଚାୟତର ଧନୁଆ ଗ୍ରାମର ସଭ୍ଯ ରଂଜିତ୍ କୁମାର ପାଲ୍ ଅଭିଯେ।ଗ କରିଛନ୍ତି ।ଏହି ଫଞ୍ଚାୟତ ରେ  ଯାହାର ଦୁଇ ବଖରା ତିନି ବଖରା ଛାତ ଘର ତାଙ୍କୁ ବ୍ଲକପ୍ରଶାସନ ଆବାସ  ଘର ଯେ।ଗାଇ ଦେଇଛନ୍ତି ।ଯାହାର ଝାଟି ମାଟି  ଚାଚାଳ ଘର ତ ଆଉ କାହାର ମୁଣ୍ଡ ଗୁଞ୍ଜିବା ପାଇଁ ବାସଗୃହ ନାହିଁ ।ସେମାନେ ଘରଟିଏ ପାଇଁ ବାରମ୍ବାର ବ୍ଲକ ପ୍ରଶାସନ  ସଂରପଞ୍ଚ ପାଖରେ ନିବେଦନ  କରୁଛନ୍ତି କରିଲେ ମଧ୍ଯ ଘରଟିଏ ପାଇଁ  ଧନୁଆ ଗ୍ରାମର ଅସହାୟ ଲେ।କଙ୍କ ପାଇଁ ସାତ ସପନ ପାଲଟିଛି। ପ୍ରଥମ ବାଇଟ୍-ରଂଜିତ୍ କୁମାର ପାଲ୍,କଣ କହୁଛନ୍ତି ଆସନ୍ତୁ ଶୁଣିବା ? ଦ୍ବିତୀୟ ବାଇଟ୍- ୩ନଂ ଓ୍ଵ।ଡ ର ନାଏୟକ ସଂରଫଚ -ଦେବେନ୍ଦ୍ର ଆଚାର୍ଯ୍ୟ, କଣ କହୁଛନ୍ତି ଆସନ୍ତୁ ଶୁଣିବା

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମ।ର ସାହୁ ଙ୍କ ରିପେ।ର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here