ପୁରୀ ଜିଲ୍ଲା ପିପିଲି ବ୍ଲକ MGNREGA ରେ ବ୍ୟାପକ ଦୁର୍ନୀତି ଅଭିଯୋଗ I

ପୁରୀ: ପୁରୀ ଜିଲ୍ଲା ପିପିଲି ବ୍ଲକ  MGNREGA ରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆସିଲା ପରେ ଦୁଇଦିନ ହେଲା ଭିଜିଲାନ୍ସ ବିଭାଗ ଖୋଳ ତାଡ ଆରମ୍ଭ କରିଛି । 

ପୁରୀ ଭିଜିଲାନ୍ସ ଡିଭିଜନ  ଇନ୍ସପେକ୍ଟର   ମଦନ ମୋହନ ପ୍ରଧାନ ଙ୍କ ନେତୃତ୍ୱ ରେ ଏକ ଟିମ ପିପିଲି ବ୍ଲକ କାଯ୍ଯାଳୟ ରେ ନଥିପତ୍ର ତନଖି ପରେ  ଆଜି  ଚନ୍ଦ୍ରାଦେଇପୁର, ତେଇଶପୁର, ଏବଂ ହାଟସାହି  ପଂଚାୟତ ରେ MGNREGA  କାର୍ଯ୍ୟ ର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here