ଶିରିପୁର ବାସିନ୍ଧିପୁର ବାବା ତାରକେଶ୍ବର ମହାଦେବଙ୍କ ପିଠରେ କରୋନା ଯଜ୍ଞ ଟି ଅନୁଷ୍ଠିତ

ଜିଲ୍ଲା ଖ ଇରା ବ୍ଲକ ଅଚ୍ଯୁତିପୁର ପଞ୍ଚାୟତ ଶିରିପୁର ବାସିନ୍ଧିପୁର ବାବା ତାରକେଶ୍ବର ମହାଦେବଙ୍କ ପିଠରେ ପଣ୍ଡିତ ରଘୁନାଥ ପାଢୀ ଙ୍କ ଦ୍ବାରା ଆୟୋଜିତ କରୋନା ଯଜ୍ଞ ଟି ଅନୁଷ୍ଠିତ ହୋଇଥିଲା, ପଣ୍ଡିତ ପର୍ଶୁରାମ ଶତପଥି ଙ୍କ ପତକ୍ଷ ତତ୍ବାବଧାନରେ ବାବା ତାରକେଶ୍ବର ଙ୍କୁ ହଜାରେ ଆଠ ଜଳାଭିଷେକ କରାଯିବା ସହ ଏକ ହଜାର ଆହୁତି ପ୍ରଦାନ କରାଯାଇଥିଲା,ଆଠ ଜଣ ବ୍ରାହ୍ମଣ ମାନଙ୍କୁ ନେଇ ଆୟୋଜିତ କରୋନା ଯଜ୍ଞରେ ପୁରା ନେତୃତ୍ବ ନେଇ ଥିଲେ ଦୁଇ ଗ୍ରାମର ଗ୍ରାମବାସୀ ମୁକ୍ତିକାନ୍ତ ପାଢୀ ଙ୍କ ଉଦ୍ୟମ ସାଙ୍ଗକୁ ସମସ୍ତ ସହଯୋଗ ରେ ଏଭଳି ଏକ ବଳିଷ୍ଠ ଯଜ୍ଞର ଆୟୋଜନ କରାଯାଇଥିଲା ,ଯାହା ବିଶ୍ବର କଲ୍ଯାଣ ହେବାସହ କରୋନା ଛାଡିବ ବୋଲି ଆୟୋଜକ କହିଛନ୍ତି ,ଏହି ଯଜ୍ଞରେ ପଣ୍ଡିତ ମଦମମୋହନ ପଣ୍ଡା, ପଣ୍ଡିତ ବ୍ରଜକିଶୋର ଶତପଥି,ପଣ୍ଡିତ ଦାମୋଦର ଶତପଥୀ, ପଣ୍ଡିତ ରବି ନାରାୟଣ ଶତପଥୀ, ପଣ୍ଡିତ ଚକ୍ରଧର ଶତପଥୀ, ପଣ୍ଡିତ ବାବୁଲି ପଣ୍ଡା ପ୍ରମୁଖ ଅଂଶ ଗ୍ରହଣ କରି ପୂଜା କାର୍ଯ୍ୟ ସମାପନ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here