ଖବର ସଂକ୍ଷେପ ରେ …… (NEWS IN BULLETS) : 7 AM

୧-ମାଡ଼ି ଚାଲିଛି ସଂକ୍ରମଣ, ବୁଧବାରରୁ ସଂସଦ ମୂଲତବି।

୨-ଶୀର୍ଷ ୧୦୦ରେ ଓଡ଼ିଶାର ୧୧ଟି ITI,ଏଥିରେ ଅଛନ୍ତି ୭ଟି ସରକାରୀ ଓ ୪ଟି ବେସରକାରୀ ଅନୁଷ୍ଠାନ।

୩-୨୪ଘଣ୍ଟାରେ ଲଘୁଚାପ, ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା।

୪-ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ: ତିନି ଜଣିଆ ସର୍ଚ୍ଚ କମିଟି ଗଠିତ।

୫-ସୋମବାରରୁ ଭାରତରେ ପୁଣି ଆରମ୍ଭ ହେବ ଅକ୍ସଫୋର୍ଡ ଟିକାର ପରୀକ୍ଷଣ : ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନେଇ ସୂଚନା ଦେଲା ସେରମ୍ ଇଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ; ସେପଟେ ରୁଷିଆ ଟିକା ପରେ କରୋନା ଔଷଧ ବିକ୍ରିକୁ ଅନୁମତି ଦେଲେ ପୁଟିନ୍ ସରକାର।

୬-ଭୁବନେଶ୍ୱର:୧୭ ଦିନ ପରେ ବି ଦେଖାଯାଉଛି କରୋନା ଲକ୍ଷଣ, ସୁସ୍ଥ ପରେ ବି କିଛି ପରୀକ୍ଷା କରାଇନଦେବା ଉଚିତ୍।

୭-ଦୁଇ ହଜାର ଟଙ୍କିଆ ନୋଟ୍‌ ମୁଦ୍ରଣ ବନ୍ଦ ନିଷ୍ପତ୍ତି ନିଆଯାଇନାହିଁ, କୋଭିଡ୍‌ ପାଇଁ ମୁଦ୍ରଣ ସାମୟିକ ଭାବେ ବନ୍ଦ – ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ

୮-ଅନୁଭବ- ବର୍ଷା ବିବାଦ, ମାମଲା କଟକ ଫାମିଲି କୋର୍ଟ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଦ୍ବାରସ୍ଥ ହେଲେ ବର୍ଷା

୯-ସାର୍ବଜନୀନ ଋଣ ପରିଚାଳନା ରିପୋର୍ଟ : ପ୍ରଥମ ତ୍ରୈମାସରେ ସରକାରଙ୍କ ଉପରେ ଶହେ କୋଟିର କରଜ।

୧୦-IPL 20: ମୁମ୍ବାଇ ପରାସ୍ତ, ଚେନ୍ନାଇ କୁ ଜିତାଇଲେ ରାଇଡୁ,ଡୁ ପ୍ଲେସି।

୧୧-ଏଲଓସିରେ ଆଉ ୩ ହଜାର ଯବାନ ନିୟୋଜିତ : ଭାରତୀୟ ସେନା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here