କେନ୍ଦ୍ରାପଡା କୋର୍ଟ ପରିସରରେ କରୋନା ପରୀକ୍ଷା ।

ଆଜି କେନ୍ଦ୍ରାପଡା କୋର୍ଟ ପରିସରରେ ଥିବା ବାର ଆସୋସନ ମଧ୍ୟରେ ପ୍ରାୟ ୭୫ ଜଣ ଆଇନଜିବୀ ଏବଂ କୋର୍ଟ ଷ୍ଟାଫ୍ ଏବଂ ମୋହରିଅର ମାନଙ୍କୁ ନେଇ କରୋନା ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଘଟିକାଠାରୁ ଆରମ୍ଭ ହୋଇ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା ପରେ ଜଣାପଡିଥିଲା ପ୍ରାୟ ୯ଜଣଙ୍କର କରୋନା ପଜେଟିଭ୍ ବାହାରିଥିଲା । ଏହି କାର୍ଯ୍ୟକ୍ରମକୁ ଆଇନଜିବୀ ଗଗନ ବିହାରୀ ଜେନା,ଜିପି ଗୋବର୍ଦ୍ଧନ ରାଉତ,ବିଚିତ୍ରା ନନ୍ଦ ମହାନ୍ତି, ପ୍ରଦୀପ୍ କୁମାର ଦାଶ,ଦୁର୍ଯ୍ୟୋଧନ ସାହୁ,ସେକ୍ ଅଜମୁଉଦ୍ଧିନ୍,ନେହୁର ସାହୁ,ସେକ୍ ମନୁ, ସୁବାସ କୁମାର ରାଉତ,ଜ୍ଞାନେନ୍ଦ୍ର ମହାନ୍ତି,ରବିନ୍ଦ୍ର ମହାପାତ୍ର ଆଇଜିବୀ ମହେଶ୍ୱର,ପବିତ୍ର କୁମାର ବେହେରା,ପ୍ରହ୍ଲାଦ ମାହାଳି, ଭାରତ ଭୂଷଣ ବେହେରା, ପ୍ରମୋଦ କୁମାର ନାୟକ ପ୍ରମୁଖ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here