ରାଉରକେଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ।

ରାଉରକେଲା ରାଉରକେଲା ସହରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଜୁ ପଟ୍ଟନାୟକ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଓଡିଶା ବ୍ୟୁରୋ ସିଟି ଆକ୍ଟକୁ ୧୯୮୯ ପରିଚାଳନା ସକାସେ ବିପିୟୁଟି ରେ ନେତାଙ୍କୁ ସଭ୍ୟ କରି ରାଜନୀତି କରଣକୁ ନେଇ ଆମେ ଘୋର ବିରୋଧ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରୁଛୁ ବୋଲି ଭାଜପା ଯୁବ ମୋର୍ଚ୍ଚାର ସଭାପତି ମତବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାର ବିଶ୍ୱ ବିଦ୍ୟାଳୟରେ ଏହାକୁ ନେଇ ରାଜନୀତି କରିବେ ତାହାଲେ ବିଜେପି ଯୁବ ମୋର୍ଚ୍ଚା ଏହାକୁ କଡ଼ା ନିନ୍ଦା କରିବା ସହ ଆଗାମୀ ଦିନରେ ରାଜ ରାସ୍ତାକୁ ଆସି ପ୍ରତିବାଦ କରାଯିବ ବୋଲି ଯୁବ ନେତା ଅଙ୍କୁଶ ବର୍ମା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here