ଜଗତସିଂହପୁର ବିଧାୟକ ଆଶୁ ଆରୋଗ୍ୟ କାମନା ପାଇଁ ସମୂହ ଦୀପଦାନ

ଜଗତସିଂହପୁର: ଜଗତସିଂହପୁର ବିଧାୟକ ତଥା ଯେ।ଜନା ବେ।ଡ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି କରେ।ନା ଆକ୍ରାନ୍ତ ରେ ସଂକ୍ରମିତ ଖବର ଜିଲ୍ଲା ରେ ପ୍ରକାଶ ପାଇଲା ପରେ ବିଭିନ୍ନ ଦେବା ଦେବୀ ଙ୍କ ନିକଟରେ ବିଜେଡି ସମର୍ଥକ ମାନେ ଗେ।ପାଳ ସାଗର ସ୍ଥିତ ସାଇମଦିର ସମୂହ ଦୀପଦାନ କରିଥିଲେ ।ବିଜେଡି ନଗର ସଭାପତି ପ୍ରିୟ ବ୍ରତ ମହାପାତ୍ର ଙ୍କ ନେତୃତ୍ଵରେ ଜଗତସିଂହପୁର ପୈର ଅଥଂଳର ବିଭିନ୍ନ ମଦିର ରେ 100ଦୀପ ଦାନ ସମୂହ କରାଯାଇଥିଲା ।ଆଶୁ ଆରେ।ଗ୍ଯ କାମନା ପାଇଁ ଉପସ୍ଥିତ ଥିଲେ ।ବିଜେଡି ନଗର ସଭାପତି ପ୍ରିୟ ବ୍ରତ ମହାପାତ୍ର । ଗେ।ପାଳ ସାଗର ସ୍ଥିତ ସାଇ ମନ୍ଦିର ଟ୍ରଷ୍ଟ ର ଅଧ୍ୟକ୍ଷ ସୁକାନ୍ତ କୁମାର ଲେଙ୍କା, ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ସମ୍ବିତ ଲେଙ୍କା , ଯୁବ ବିଜେଡି ସାଧାରଣ ସଂପାଦକ ତଥା ଆଇନଜୀବୀ ସରେ।ଜ କୁମାର ବିଶ୍ବାଳ, ସମାଜସେବୀ ରତି ରଂଜନ ବେହେରା, ପ୍ରମୁଖ ଉପସ୍ଥିତ ରହି ବିଧାୟକ ଙ୍କ ଆଶୁ ଆରେ।ଗ୍ଯ କାମନା କରିଥିଲେ I

ଜଗତସିଂହପୁର ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପେ।ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here