ଖବର ସଂକ୍ଷେପ ରେ …… (NEWS IN BULLETS) : 7 AM

୧-ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ: ମୋଟ ପାସ ହାର ୬୭.୫୬%,ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ।

୨-ଭବିଷ୍ୟତରେ ଶିକ୍ଷକତା ସ୍ୱପ୍ନ ଦେଖନ୍ତି +୨ କଳା ଟପ୍ପର ସମ୍ଭାବନା ସାହୁ।

୩-ଆସନ୍ତା ୭ରୁ ୧୦ଟାରୁ ୧୧ଟା ଯାଏଁ TVରେ ପଢ଼ିବେ +୨ ଛାତ୍ରଛାତ୍ରୀ।

୪-କରୋନା ମୁକାବିଲା ଲାଗି ସ୍ବାସ୍ଥ୍ୟ ବିଭାଗର ଫତୁଆ:୧୦ଜଣରୁ ଅଧିକ ଏକାଠି ହେଲେ ୧ଲକ୍ଷ ଜୋରିମାନା।SI,ABDO, ଅତିରିକ୍ତ ତହସିଲଦାର,ଓ ଡେପୁଟି କମିଶନର ଆଦାୟ କରିପାରିବେ ତଣ୍ଡ‌।

୫-ସାଂସଦ ଅନୁଭବଙ୍କ ନାଁରେ ଭରଣପୋଷଣ ମାମଲା ରୁଜୁ କଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ।

୬-ଭୁବନେଶ୍ୱର:ଶାହାଙ୍କ ପଥରେ ନଡ୍ଡା , ୨୦୨୪ ସୁଦ୍ଧା ଭୋଟ ହାର ୫୦%ରେ ପହଞ୍ଚାଇବା ବିଜେପିର ଲକ୍ଷ୍ୟ।

୭-ଆଉ ୩୪୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୩,୭୭୪କୁ ବୃଦ୍ଧି।

୮-୪୭ ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର : ଓଡ଼ିଶାରୁ ତାପସ ଓ ବସନ୍ତ।

୯-ବାଂଲାଦେଶ : ଢାକାରେ ମସଜିଦରେ ବିସ୍ଫୋରଣ, ୧୨ ମୃତ,୨୫ ଆହତ।

୧୦-ଭାରତୀୟ ସୈନିକଙ୍କ ମହାନତା : ୩ ଚୀନ ନାଗରିକଙ୍କୁ ଉଦ୍ଧାର କରି ଦେଲେ ଖାଦ୍ୟ, ଚିକିତ୍ସା ସହାୟତା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here