ବଗଲା ଧର୍ମଶାଳା ପ୍ରସଙ୍ଗ ରେ ବିଜେପି ର ଧାରଣା ପଞ୍ଚଦଶ ଦିବସରେ

ବଗଲା ଧର୍ମଶାଳା ପ୍ରସଙ୍ଗ ରେ ବିଜେପି ର ଧାରଣା ଆନ୍ଦୋଳନ ପଞ୍ଚଦଶ ଦିବସରେ ପହଞ୍ଚିଛି । ଗତକାଲି ବିଜେପି ରାଜ୍ୟ ସଭାପତି ଏହି ଆନ୍ଦୋଳନ ସ୍ଥଳରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚଳାଇବା ପାଇଁ ଘୋଷଣା କରିବା ପରେ ଆଜି ପଂଚଦଶ ଦିବସରେ ଏହି ଧାରଣା ଚାଲିଥିଲା।ଏଥିରେ ଉମାକାନ୍ତ ନାୟକ,ଦେବ ପ୍ରସାଦ ସ୍ୱାଇଁ,ପିତବାସ ଵର,ରାଜେଶ କୁମାର ସାହୁ,ଶ୍ରୀକାନ୍ତ ପଟଯୋଶୀ,କୁମାରୀ ସାହୁ,ଅକ୍ଷୟ କୁମାର ମହାନ୍ତି, ବିଜୟ କୁମାର ପ୍ରଧାନ, ଜୟନ୍ତ ଦାସ,ବିଶ୍ୱଜିତ ମହାନ୍ତି,ଅଜିତ କୁମାର ମିଶ୍ର,ବିରାଟ ସାହୁ,ଅଭିଷେକ ସାହୁ,ଦୀନେଶ ମହାନ୍ତି, ସଂଗ୍ରାମ କାନୁନଗୋ, ବ୍ରଜବଂଧୁ ଦାସ,ଶିବନାରାୟଣ ଦାଶ,ପ୍ରସନ୍ନ ପ୍ରସାଦ ଦାଶ,ବିଶ୍ୱଜିତ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here