ASI Caught Red Handed

Kendrapara: Today Sri Baisnab Charan Behera, Assistant Sub-Inspector of Police, Rajkanika Police Station, Dist.- Kendrapara has been caught red-handed by the Officers of Vigilance Kendrapara Unit while demanding and accepting bribe of Rs.5000/- (Rupees Five Thousand) from complainant Sri Dibakar Sethi of Village- Gokarneswar to help the complainant and to eliminate the name of his (complainant) brother and sister-in-law from the Charge Sheet in Rajkanika P.S. Case No.123/20. The bribe amount has been recovered and seized. In this connection Cuttack Vigilance PS Case No-11 dtd. 2.9.2020 has been registered. Further report follows.

Reporter Prafulla kumar Das from kendrapara.

ODIA

ଆଜି କେନ୍ଦ୍ରାପଡା ରାଜକନିକା ଥାନାର ASI ଶ୍ରୀଯୁକ୍ତ ବୈଷ୍ଣବ ଚରଣ ବେହେରା ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ପ୍ରାପ୍ତ ସୂଚନା ଅନୁଯାୟୀ ରାଜକନିକା ଥାନାରେ ଏକ ଘରୋଇ ଜମିଜମା ଗଣ୍ଡଗୋଳକୁ ନେଇ ଗୋକାରନେଶ୍ୱର ଗ୍ରାମର ଦୀବାକର ସେଠୀ ନାମକ ଅଭିଯୋଗକାରୀଙ୍କ ନାମରେ ରାଜକନିକା ଥାନାର PS case-no-123/20 ରେ ଏକ କେସ୍ ଦାୟର କରାଯାଇଥିଲା ଉକ୍ତ କେସରୁ ତାଙ୍କ ନାମ ସହିତ ଭାଉଜଙ୍କ ନାମକୁ ଚାରସିଟରେ ନଦେବା ବା କାଟିବା ପାଇଁ ଏସ ଆଇ ଜଣଙ୍କ ୫ହଜାର ଟଙ୍କା ଦବି କରିଥିଲେ ସମସ୍ତ ବିଷୟରେ ଦୀବାକର କଟକ ଭିଜିଲାନ୍ସଙ୍କ ଦ୍ୱାରସ୍ଥ ହୋଇଥିଲେ ଭିଜିଲାନ୍ସ ଅଫିସର ପୂର୍ବ ପ୍ରସ୍ତୁତି ମୁତାବକ ରଂଗବୋଳା ଟଙ୍କା ଦୀବାକରଙ୍କୁ ଦେଇ କହିଥିଲେ ଉକ୍ତ ଏସ ଆଇଙ୍କୁ ସେହି ଟଙ୍କା ଦେବା ପାଇଁ ଅଭିଯୋଗକାରୀ ଦୀବାକର ଟଙ୍କା ଦେବାକ୍ଷଣି ସଂଗତ ସଂଗେ ଥାନା ବାହାରେ ଅପେକ୍ଷା କରିଥିବା ଭିଜିଲାନ୍ସ ଅଧିକାରୀମାନେ ଏସ୍ ଆଇଙ୍କୁ କାବୁ କରିନେବା ସଂଗେ ସଂଗେ ରଂଗବୋଳା ଟଙ୍କା ମଧ୍ୟ ଜବତ୍ କରି ନେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ——–କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here