କେନ୍ଦ୍ରାପଡା ବ୍ଲକ୍ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ସାନମାଣନ୍ତିଆ ଏବଂ ବଡମାଣନ୍ତିଆ କେନାଲ ବନ୍ଧ କଡରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ମାନସ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୃକ୍ଷରୋପଣ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି

ଏହି କାର୍ଯ୍ୟକ୍ରମରେ ସଏଲ୍ କଞରଭେସନ୍ ବିଭାଗର ଆସିଷ୍ଟାଣ୍ଟ ଡାଇରେକ୍ଟର କେନ୍ଦ୍ରାପଡା ଡିଭିଜନର ଡକ୍ଟର ଦୟାନିଧି ବାଗ୍ ଏବଂ ଆସିଷ୍ଟାଣ୍ଟ ଇଂଜିନିୟର ନିହାରୀକା ସାହୁଙ୍କ ସମେତ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କମଳା ଗିରୀ, ସମିତି ସଭ୍ୟା ଅଞଳୀ ସାହୁ ପ୍ରମୂଖ ଯୋଗଦେଇ ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି

ରିପୋର୍ଟପ୍ରଫୁଲ୍ଲ କୁମାର ଦାସ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here