ଦେବୀନଦୀ ରେ ବନ୍ଯା ଜଳ ପ୍ରବାହିତ ନାଉଗାଁ ବ୍ଲକ ରେ ଦୁଇଟି ଗାଁ ଲେ।କ ଜଳ ଘେରରେ ଅରଖକୁଦ ରେ ବଡଧରଣର ଘାଇ

ଜଗତସିଂହପୁର: ନାଉଗାଁ ବ୍ଲକ ଦେବୀ ନଦୀ ପରିଦର୍ଶନ କରିଥିଲେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି । ମହାନଦୀ ର ଶାଖା ନଦୀ ଦେବୀନଦୀ ରେ ଦୀର୍ଘ 10 ବର୍ଷ ପରେ ବନ୍ୟା ପାଣି ଆସିଥିବାରୁ ଜନସାଧାଣଙ୍କ ଭିତରେ ଭୟର ବାତାବରଣ  ସୃଷ୍ଟି କରିଛି । ଦେବୀ ନଦୀ ଭିତରେ  ଟାପୁଟିଏ ଅଛି  ବନ୍ଯା ଜଳ ଆସିଲେ ନାଉଗାଁ ବ୍ଲକ ର  ବଛାଳେ। ପଂଚାୟତ ର 2ଟି ଗଁ।ର ଲେ।କ ଏବେ ଜଳ ଘେର ରେ ପେ।କାମୂଳ ଓ ବ୍ର।ହ୍ମମୀ ଗଁ। ର ଲେ।କେ ପାଣି ରେ ରହିଥାନ୍ତି। ଫଳରେ ନଦୀ କୂଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା   ଆଲୋଚନା ବିଷୟ କୋଉଁଠି ବନ୍ଧ ଖରାପ୍ ଅଛି ତ ଆଉ କେଉଁଠି କିଛି ବାଲି ବସ୍ତା ପକାଇ ଘାଇ କୁ ରେ।କୁଛନ୍ତି।  

 ଦୃଭାଗ୍ୟ  ବିଷୟ ର କାରଣ ଶିଖର ଘାଟ ରୁ ଅଙ୍ଗେଶ୍ୱର  ପଡା ପର୍ଯ୍ୟନ୍ତ ବନ୍ଧ ଅପର ପାର୍ଶ୍ବରେ ବଛାଳେ। ରେ।ହିଆ ଆଦି ବନ୍ଧର ଦୁବର୍ଳ  ଥିବା ଜଣାପଡିଛି । ବିଧାୟକ ପରିଦର୍ଶନ କରିଥିଲେ ମଧ୍ୟ ଜଳସଂପଦ ମନ୍ତ୍ରୀ ଙ୍କ ନାଉଗାଁ ଦେବୀ ନଦୀ ପରିଦର୍ଶନ ନକରିବା କୁ ନେଇ ବିଭିନ୍ନ ମହଲରେ ବିଭିନ୍ନ କଥା ଆଲେ।ଚନା କରାଯାଇଛି  । ବନ୍ୟା ଜଳ ଆସିଲେ ଦୁଇଟି ଗାଁ ଜଳମଗ୍ନ ରେ ରୁହନ୍ତି କଣ ମନ୍ତ୍ରୀ ଜାଣିପାରିଲେ ନି  କି ସ୍ଥାନୀୟ ବିଧାୟକ ପରିଦର୍ଶନ କରିବା ସହିତ ଲେ।କ ଙ୍କ ସହିତ ଆଲେ।ଚନା କରିବା ସହ ପ୍ରଶାସନ ସହିତ ଆଲେ।ଚନା କରିଥିଲେ ପାଣି ଘେରରେ ରହୁଥିବା ପରିବାରକୁ ସ୍ଥାନ୍ତାନ୍ତର କରିବା ସହ ସମସ୍ତ ସୁବିଧା ଯେ।ଗାଇ ଦେବାପାଇଁ ବିଧାୟକ ବ୍ଲକ ପ୍ରଶାସନ କୁ ଜଣାଇଥିଲେ  । ଏହିସବୁ ଜାଗାରେ ଲୋକ ଙ୍କ ଭିଡ଼ ଦେଖିବାକୁ ମିଳିଛି ଜନ ଜୀବନ ପ୍ରତି ଦୁବର୍ଳ ନଦୀ ବନ୍ଧ ବିପଦ ସୃଷ୍ଟି ନକରିବା ପାଇଁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ତଦାରଖ କର।ଯାଇ ପାଣି ଘେର ରେ ଥିବା ଲେ।କ ମାନଙ୍କ ଦାବୀ ହୋଉଛି   ବନ୍ୟା ଆସୁଥିବା ଜାଣି ବଛାଳ ପଞ୍ଚାୟତ ର ବ୍ରାହ୍ମଣୀ ଗାଁ ଓ ପୋକାମୂଳ ଶିଖର ପଞ୍ଚାୟତ ର ବାହ୍ମଣୀ  ଗାଁର ଲୋକ ଙ୍କୁ କୌଣସି ଜାଗାକୁ ସ୍ଥାନାନ୍ତରିତ  କରାଯାଇନଥିବା ବେଳେ  ଗାଁ ଲେ।କ  ଦେବୀନଦୀ ଟାପୁ ଭିତରେ  ଥିବାରୁ ଗାଁ ଲୋକେ ଭୟଭୀତ ହେ।ଇପଡିଛନ୍ତି। ସେମାନଙ୍କ ସୁରକ୍ଷା ଆଜି ପର୍ଯ୍ୟନ୍ତ କାହିଁକି ପ୍ରଶାସନ ଜଳସେଚନ ଯନ୍ତ୍ରୀ ପକ୍ଷରୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଯାଇଥିବାରୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଙ୍କ ପରିଦର୍ଶନ ପରେ ଜଳସେଚନ ଯନ୍ତ୍ରୀ ର ନିଦ ଭାଙ୍ଗି ଥିଲା

ଦେବୀନଦୀ

ଜଗତସିଂହପୁର ଜିଲ୍ଲା ରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here