କରୋନା ର ଦାଉ, ଯାତ୍ରା କଳାକାର ହେମନ୍ତଙ୍କ ଏକମାତ୍ର ଭରଷା ଚା ଦେ।ଦାନ I

ଜଗତସିଂହପୁର: ଯାତ୍ରା କଳାକାର ରୁ ଏବେ ଚାହା ବିକିରୀ କରୁଛନ୍ତି ହେମନ୍ତ ) କେ।ରନା ଯେ।ଗୁଁ ଯାତ୍ରା କଳାକାର ବଦ୍ ଥିବାରୁ ନିଜ ଅଲଣା ବଜାର ରେ ଚା ଦେ।ଦାନ ଟିଏ କରିଛନ୍ତି । ନାଉଗାଁ ବ୍ଲକ ଅଲଣା ପଂଚାୟତ ର ନୂଆପାଟଣା ଗ୍ରାମରେ ହେମନ୍ତ ସାହୁ ପରିବାର କହିବାକୁ ଗଲେ ସ୍ତ୍ରୀ ଗେ।ଟେ ପୁଅ ଗେ।ଟେ ଝିଅ ବାପାକୁ ନେଇ ପରିବାର ପେ।ଷଣ କରିବାରୁ ହେମନ୍ତ ଙ୍କ ପକ୍ଷେ କଷ୍ଟ ହେ।ଇପଡିଛି ।ଅଭାବ ଅନାନଟ ଭିତରେ ଦିନ କାଟୁଛନ୍ତି ହେମନ୍ତ ଙ୍କ ପରିବାର ଚା ଦେ।କାନରୁ ଯେଉଁ ଦି ପଇସା ଆସେ 5ପ୍ରାଣୀକୁ ନେଇ ଚଳିବା କଷ୍ଟକର ହୋଇପଡିଛନ୍ତି ।ଆଥିକ ସହାୟତା ଯେ।ଗାଇ ଦିଆଗଲେ ଉପକୃତ ହେବେ ବେ।ଲି ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Neigh of Hemant

ଜଗତସିଂହପୁର ଜିଲ୍ଲା ରୁ ପ୍ରଂପ୍ଲୁଲ କୁମାର ସାହୁ ଙ୍କ ରିପେ।ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here