Rajesh Panda from Kendrapara became state joint Secretary of BJD

Kendrapara: Rajesh Panda, The son of Kendrapara who has started his political career from his college days now became the state associate secretary of BJD.

He is very active in kendrapara politics and party has always given importance to his decisions. He is also very close to the top leadership of Kendrapara.

He was the president of student association in his college life and was the state joint secretary with Biju Yuva Janata dal.

BJD party highcomand and honble CM Naveen Patnaik given him this important position to him for his dedication and hard work.

Report: Prafulla Ku Das, Kendrapara correspondent, Odisha1

କେନ୍ଦ୍ରାପଡା ଜିଲ୍ଲାର ରାଜେଶ ପଣ୍ଡା ହେଲେ ବିଜେଡି ରାଜ୍ୟ ସହ ସମ୍ପାଦକ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ପୁଅ ଏବଂ କେନ୍ଦ୍ରାପଡା ମାଟିରୁ ଛାତ୍ର ରାଜନୀତିରୁ ନିଜର ରାଜନୈତିକ କର୍ମମୟ ଜୀବନ ଆରମ୍ଭ କରିଥିବା ଯୁବନେତା ଶ୍ରୀଯୁକ୍ତ ରାଜେଶ ପଣ୍ଡା ଏବେ ବିଜେଡି ସହ ସମ୍ପାଦକ ପଦବୀ ଅଳଙ୍କୃତ କରିଥିବା ଜଣାପଡିଛି । ଦିନଥିଲା ସେ ରାଜନୈତିକ କ୍ଷେତ୍ରରେ ସକ୍ରିୟ ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଲିଭାଉଥିଲେ । କେନ୍ଦ୍ରାପଡା ରାଜନୀତି କ୍ଷେତ୍ରରେ ଦଳ ତାଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଥିଲା । ସବୁ ନେତା ମନ୍ତ୍ରୀଙ୍କର ସେଥିଲେ ଅତି ପ୍ରିୟପାତ୍ର । ସେଦଳର ମଂଗଳପାଇଁ ଯାହା କିଛି ନିଷ୍ପତି ନେଉଥିଲେ ଦଳର ମୂଖୀଆମାନେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଁ ବିଭିନ୍ନ କାର୍ଯ୍ୟ ପନ୍ଥା ସ୍ଥିର କରୁଥିଲା । କଲେଜ ପାଠପଢା ସମୟରେ ଛାତ୍ର ସଂସଦର ସଭାପତି ହେବାର ଗୌରବ ସେଲାଭ କରିଥିଲେ । ରାଜେଶ ବାବୁଙ୍କର ଯେତେବେଳେ କଲେଜ୍ ପାଠପଢା ଶେଷହୋଇଥିଲା । ତାଙ୍କୁ ଦଳ ତରଫରୁ ଛାତ୍ର ସଭାପତି ପଦବୀ ପ୍ରଦାନ କରାଯାଇଥିଲା । ଛାତ୍ର ସଭାପତି ପରେ ତାଙ୍କୁ ବିଜୁ ଯୁବ ଜନତା ଦଳ ଓ ତାପରେ ବିଜୁ ଜନତା ଦଳର ରାଜ୍ୟ ସହସଂମ୍ପାଦକ ପଦବୀରେ ଦଳର ହାଇକମାଣ୍ଡ ବା ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ଉପରେ ଦଳର ବିଶ୍ୱାସ ଓ ଭରଷା ଆସିବାରୁ ଏହି ରାଜ୍ୟ ସହସମ୍ପାଦକ ଆସନ ପ୍ରଦାନ କରିଥିବା ଜଣାପଡିଛି । କେନ୍ଦ୍ରାପଡା ଜିଲ୍ଲାବାସୀ ତାଙ୍କ ପାଇଁ ଅତ୍ୟନ୍ତ ଆନନ୍ଦିତ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here