Pattamundai: All 7 nos. Acused of Aradapalli Murder case Arrested with the Money and Gold

Pattamundai/ Kendrapara: A frind became an Enemy. Murdered the mother of a friend. The accused betrayed the friend and killed his friends mother by engaging Supari Killers.

This murder case was just like a Bollywood film scene. In the beginning the killer presented himself as a well wisher and wins the trust of a family, then he engages Supari killers to kill his friends mother. This mysterious murder case was committed in Aradapalli village of Pattamundai few days back. The accused used to visit the deceased house through her son as a friend and became a closed member in their family.

After few days he planned for this murder with an intention to loot the money and ornaments. On the day of Murder he knows that there is no one except the lady ( friends Mother) in the house. Then he called the Supari killers and They all entered to the house and stabbed the lady with a knife till death. After confirming the death of the lady they ran away with the Money and gold jewelry.

Pattamundai Police come in to quick action and able to resolve the case by arresting all the 7 accused and recovered Five lakhs and Sixty four thousand rupees along with Gold Jewelry and the knife used in the Murder.

Report : Prafulla Ku Das- Odisha 1.tv

ପଟାମୁଣ୍ଡାଇ: ଅରଡପଲ୍ଲୀ ହତ୍ୟାକାଣ୍ଡର ସମସ୍ତ ୭ ଅଭିଯୁକ୍ତଙ୍କ ସହିତ ଟଙ୍କା ସୁନା ଜବତ୍

ପଟାମୁଣ୍ଡାଇ/କେନ୍ଦ୍ରାପଡା :ସାଂଗ ପାଲଟିଲା ସତ୍ର୍ତ । ହତ୍ୟାକଲା ସାଂଗର ମାକୁ । ବିଶ୍ୱାଷରେ ମିଶାଇଲା ବିଷ ଏବଂ ସାଂଗର ମାକୁ ସୁପାରୀ କିଲର ଲଗାଇ ହତ୍ୟା କରିବା ପରେ ଲୁଟିନେଲା ୫ ଲକ୍ଷ ୬୪ ହଜାର ଟଙ୍କା ଓ ସୁନା ଅଳଙ୍କାର । ତେବେ କଣ ରହିଛି ଏହି ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡର ପୁରା କାହାଣୀ। କିଏସେ ଭିଆଇଲା ଏପରି ଜଘନ୍ୟ କାଣ୍ଡ । କାହାର ହାତ ଏହି ହତ୍ୟା କାଣ୍ଡ ପଛରେ ରହିଛି । ଏହା ଏକ ସୁପରି କଳ୍ପିତ ହତ୍ୟାକାଣ୍ଡ ନା ଅନ୍ୟକିଛି ରହିଛି ଏହା ପଛରେ ରହସ୍ୟ । ପୋଲିସ୍ କେମିତି ଏହି ହତ୍ୟାକାଣ୍ଡ ଉପରୁ ହଟାଇଲା କଳା ପରଦା ନା ଅନ୍ୟ କିଛି ରହସ୍ୟ ଲୁଚି ରହିଛି ଏହି ହତ୍ୟାକାଣ୍ଡ ପଛରେ । ତେବେ ଆସନ୍ତୁ ପୁରା ଟିକ୍ ନିଖ୍ ଘଟଣାବଳୀ ଉପରେ ନଜର ପକାଇବା କେମିତି ଘଟିଥିଲା ସେଦିନର ଏହି ଲୋମ ହର୍ଷଣକାରୀ ଓ ହୃଦୟ ବିଦାରକ ଘଟଣା । ସବିଶେଷ ତଥ୍ୟବଳୀ ସହ ପୁରା ଘଟଣା ବା କାହାଣୀ ଉପରେ ପକାଇବା ନଜର ।

ଏହି ହତ୍ୟାକାଣ୍ଡଟି ପୁରା ଫିଲ୍ମ ଷ୍ଟାଇଲରେ ଘଟିଥିଲା । ପ୍ରଥମେ ମା ପୁଅର ଧରମ ସମ୍ପର୍କ ପରେ ଯୋଜନା ମୁତାବକ ସୁପାରୀ ଏବଂ ଶେଷରେ ଘରେ କେହି ନଥିଲା ବେଳେ ପଶି ହତ୍ୟା । ଏହିଭଳି ଏକ ରହସ୍ୟାପୂର୍ଣ୍ନ ଘଟଣା ଘଟିଥିଲା ପଟାମୁଣ୍ଡାଇ ଥାନା ଅଞ୍ଚଳର ଅରଡ ପଲ୍ଲୀଠାରେ । ପୁଅର ସାଂଗ ପୁଅ ସାଂଗରେ ପ୍ରଥମେ ପ୍ରଥମେ ଘରକୁ ଆସୁଥିଲା ଅଭିଯୁକ୍ତ । ତାପରେ ଧିରେ ଧିରେ ସଂମ୍ପର୍କ ମଜବୁତ୍ ହବାକୁ ଲାଗିଲା । ପୁଅର ମା ସାଂଗକୁ ଧରମ ପୁଅ ଭାବି ନେଇଥିଲେ । ନରପିପାଷୁ ବା ନର ହନ୍ତା ରାକ୍ଷସ ଜଣକ ଥିଲା ଏକ ଧନଲୋଭି । ଘରର ଧରମ ପୁଅ ହିସାବରେ ଭଲରେ ମନ୍ଦରେ ଘରକୁ ଯାଆସ କରେ, ଏପରିକି ସାଂଗ ନଥିଲା ବେଳେ ଘରର ଧରମ ପୁଅ ହିସାବରେ ସମସ୍ତ ହାନୀଲାଭ ଓ ଭଲମନ୍ଦ ମଧ୍ୟ ବୁଝୁ ଥିଲା ଏବଂ ଘର ଲକରରେ ରହୁଥିବା ସମସ୍ତ ଟଙ୍କା, ସୁନା ବିଷୟରେ ଭଲଭାବରେ ମଧ୍ୟ ଜଣାଥିଲା ଅଭିଯୁକ୍ତ ଜଣକ । ଶେଷରେ ସାଂଗ ଘରେ ନଥିବା ବେଳେ ମହିଳା ଏକା ରହୁଥିବା କଥା ଜାଣି ସମ୍ପର୍କର ଡୋରୀ ପଛରେ ରହି ସୁଜଗ୍ ଅପେକ୍ଷାରେ ଥିଲା ଆପରାଧୀ ଜଣଙ୍କ । ଆଗରୁ ପ୍ରିପ୍ଲାନ୍ ଅନୁସାରେ ଶଶୁର ଘର ଲୋକଙ୍କ ସାହାଯ୍ୟ ସହଯୋଗ କ୍ରମେ ଘରେ ପସି ମହିଳାଙ୍କୁ ଏକ ଧାରୁଆ ଛୁରୀରେ ଭୂସି ହତ୍ୟା କରିବା ପରେ ଘଟଣା ସ୍ଥଳରୁ ସମସ୍ତ ଟଙ୍କା ସୁନା ନେଇ ଚମ୍ପଟ୍ ମାରିଥିଲେ ଅଭିଯୁକ୍ତ ମାନେ । ଏପରିକି ଏହି ଘଟଣା ଭିଆଇବା ପାଇଁ ଘଟଣା ପଛଦ ପଟର ମୂଖ୍ୟ ଆସାମୀ ବା ଅଭିଯୁକ୍ତଙ୍କ ସମେତ ୭ଜଣ ଯାକ ଶେଷରେ ସ୍ପେଶାଲ ସ୍କ୍ୱାର୍ଡ ପୋଲିସ୍ ହାତରେ ଧରାପଡିଲେ ଏବଂ ସମସ୍ତ ଆସାମୀ ମାନଙ୍କୁ ଆଜି ଅପରାହ୍ନରେ ବାରିମୂଳ ସ୍ଥିତ ହାଜତକୁ ପଠାଇ ଦିଆଯାଇଥିବା ଖୋଦ୍ ଏସପି ନିତୀଶେଖର ପଟାମୁଣ୍ଡାଇ ଥାନାରେ ଏକ ପ୍ରେସ ମଟ୍ ଜରୀଆରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତିଯେ-ହତ୍ୟା କାଣ୍ଡର ମୂଳ କେନ୍ଦ୍ରବିନ୍ଦୁ କୁହାଯାଉଥିବା ଧରମ ପୁଅ ସମେତ ଅନ୍ୟ ୬ଜଣ ବା ଟୋଟାଲ୍ ୭ଜଣ ଅଭିଯୁକ୍ତଙ୍କ ସହିତ ୫ ଲକ୍ଷ ୬୪ ହଜାର ନଗଦ ଟଙ୍କା ଏବଂ ସମସ୍ତ ସୁନା ଗହଣା ଓ କିଛି ମୋବାଇଲ୍ ଫୋନ୍ ଏବଂ ଏପରିକି ହତ୍ୟା କରାଯାଇଥିବା ଅସ୍ତ୍ରକୁ ମଧ୍ୟ ପୋଲିସ ଜବତ୍ କରିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା -1 ନିଉଜ୍ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here