Kendrapara: Unknown Body recovered

Kendrapara: Today morning the locals of Dandisahi, Kendrapara found a unknown body in the river banks of Brahmani and informed Chaudakulata police post. After preliminary investigation the body was identified as Chturbhuja Sethi aged about 27 years of Village Panchupandava, Endar panchayat, Derabishi Block.

The person was missing since 7-8 days and was fallen in to the river along with his bike. Though Police, ODRAF Team and fire brigate tried their best to find out the body they failed to do so as the water level is high and Brahmani is flowing over danger limit.

However after recovering the dead body Police continued its investigation till the report was submitted.

Odisha1 Correspondent Prafulla Kumar Das, Kendrapara

ODIA:

କେନ୍ଦ୍ରାପଡା: ଅଜଣା ଯୁବକର ଗଳିତ ମୃର୍ତଦେହ ଜବତ୍

କେନ୍ଦ୍ରାପଡା: ଆଜି ସକାଳୁ ସକାଳୁ ବ୍ରାହ୍ମଣୀ ନଦୀର ଦାଣ୍ଡିସାହି, ଚଉଦକୁଲାଟ ପୋଲନିକଟରୁ ଏକ ଅଜଣା ଯୁବକର ଗଳିତ ମୃର୍ତଦେହ ନଦୀପଠା ବାଲିରେ ପଡିଥିବା ସ୍ଥାନୀୟ ଗ୍ରାମବାସୀ ମାନେ ସଉଚ ହେବାପାଇଁ ଏବଂ ଜାଲରେ ମାଛଧରିବାକୁ ଯାଇ ପ୍ରଥମେ ଦେଖିଥିଲେ । ପରେ ଖବର ନେବାରୁ ଜଣାପଡିଛି ଯେ-ଉକ୍ତ ଯୁବକର ଘର ହେଉଛି ଡେରାବିଶ୍ ବ୍ଲକ୍ ଅନ୍ତର୍ଗତ ଏଣ୍ଡର ଗ୍ରାମ ପଞ୍ଚାୟତର ଡେରାଡି ପଞ୍ଚୁ ପାଣ୍ଡବ ଗ୍ରାମର ଚତ୍ରୁଭୂଜ ସେଠୀ ବୟସ-27 ବୋଲି ଚଉଦକୁଲାଟ ଫାଣ୍ଡି ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।

ଏଠାରେ ଆମେ ସୂଚନା ଦେବାକୁ ଚାହୁଁ ଯେ-ଯୁବକଟି ୭/୮ ଦିନ ତଳେ ଗାଡି ସହ ପାଣିକୁ ଖସି ପଡିବା ପରେ ପୋଲିସ୍, ଓଡ୍ରାଫ୍ ଏବଂ ଅଗ୍ନନୀ ସମ ବାହିନୀ ସମସ୍ତେ ମିଳିତ ଭାବେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ଉକ୍ତ ଯୁବକର କୌଣସି ପତା ନମିଳିବାରୁ ଖାଲି ବାଇକ୍ ଟିକୁ ପୋଲିସ୍ ସିଜ୍ କରିଥିଲା। ଏହି ଡେଡବଡିଟି ଉକ୍ତ ଯୁବକଟିର ବୋଲି ସ୍ଥାନୀୟ ଗ୍ରାମବାସୀ ମାନେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଏପଟେ ପୋଲିସ୍ ଶବଟିକୁ ଜବତ୍ କରିବା ସହିତ ଅନୁସନ୍ଧାନ ଜାରୀରଖିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here