ତାଳଚେର ରେ ବିଜୁ ଜନତା ଦଳର ରୌପ୍ୟ ଜୟନ୍ତି ପାଳିତ।

ତାଳଚେର: ଆଜି ବିଜୁ ଜନତା ଦଳର ରୋପ୍ୟ ଜୟନ୍ତି  ତାଳଚେର ନନ୍ଦିରା ରେ ପାଳିତ ହୋଇଯାଇଛି। ଏହି ଉସ୍ଛବରେ ସ୍ଥାନିୟ ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ଦଳୀୟ କର୍ମି ଓ ଢେଙ୍କାନାଳ ଲୋକସଭା ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ସ୍ଥାନିୟ ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଦଳୀୟ କର୍ମିମାନଙ୍କୁ ସୃଙ୍ଖଳିତ ଆଚରଣ ଓ ସଂଜମତାର ମନ୍ତ୍ର ଦେଇଥିଲେ। ସେ ଦଳର ସର୍ବୋଚ ନେତା ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବିନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ କୁ ଅନୁଶରଣ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ।

ଏହି ଉସ୍ଛବରେ ସ୍ଥାନିୟ ସରପଂଚ, ବ୍ଲକ ଅଧ୍ୟକ୍ଷ୍ୟ ପ୍ରମୂଖ ଉପସ୍ଥିତ ରହି ଆଗାମୀ ପଂଚାୟତ ଓ ପ୍ୟୌର ନିର୍ବାଚନକୁ ସଫଳ କରିବା ପାଇଁ ନିଜ ନିଜର ମତ ପରିପ୍ରକାଶ କରିଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here