ବବି ମିଶ୍ର ଏବଂ କୋଏଲଂକ ବିବାହ ବିଚ୍ଛେଦ, କୋଏଲ ଇନ୍ସଟାଗ୍ରାମ ରେ ପୋଷ୍ଟକରି କଲେ ଖୁଲାସା

ତିଷ୍ଠି ପାରିଲାନି ବିବାହ । 2018ରୁ ହୋଇଛି ବିଚ୍ଛେଦ । ବବି ମିଶ୍ର ଏବଂ କୋଏଲ ବାନାର୍ଜୀଙ୍କ ବିବାହ ବିଚ୍ଛେଦ ହୋଇଥିବା ଖୁଲାସା କଲେ କୋଏଲ । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ଜଣାଇଇଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ ।

ଇନଷ୍ଟାଗ୍ରାମରେ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ବିବାହ ବିଚ୍ଛେଦ ବିଷୟରେ ଲେଖିଛନ୍ତି କୋଏଲ । ପଶ୍ଚିମବଙ୍ଗର ହୋଇଥିଲେ ହେଁ ଓଲିଉଡ୍‌ରେ ତାଙ୍କର ଖ୍ୟାତି ରହିଛି । ଅଭିନେତା ବବି ମିଶ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟ ୨୦୧୩ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହେଲେ ୨୦୧୮ରୁ ଉଭୟ ପରସ୍ପର ଠାରୁ ଅଲଗା ରହୁଥିବା ସ୍ପଷ୍ଟ କରିଛନ୍ତି କୋଏଲ ।

Report Made By Sthita Pattnaik

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here