କୃଷ୍ଣପ୍ରସାଦ ବ୍ଳକ କୋଭିଡ କେୟାର ସେଣ୍ଟରରେ ଅକ୍ସୀଜେନ ଉତ୍ପାଦନ I

ଆଜି ଦିନ ୧୧ଟା ସମୟରେ କୃଷ୍ଣପ୍ରସାଦ ବ୍ଳକର କୋଭିଡ କେୟାର ସେଣ୍ଟରରେ ଚିଲିକା ନୂଆପଡା ସି ଏ ସି ର  ମେଡ଼ିକାଲ ଅଫିସର ଡାକ୍ତର ସନ୍ତୋଷ କୁମାର ବେହେରା ଙ୍କ ଉପସ୍ଥିତରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା  କୃଷ୍ଣପ୍ରସାଦ ବ୍ଳକ କୋଭିଡ କେୟାର ସେଣ୍ଟରେ ପାଇଁ ପ୍ରଦାନ କରିଥିବା ଅକ୍ସୀଜେନ ଉତ୍ପାଦନ ନିମନ୍ତେ ସ୍ୱତନ୍ତ୍ର ଭାବରେ ନିର୍ମିତ ଅକ୍ସୀଜେନ କନ୍ସଣ୍ଟେଟର ,ପିପି କୀଟ,ସାନିଟାଇଜର ,ମାସ୍କ ,ଗ୍ଲୋବଷଓ ଅନ୍ୟାନ୍ୟ  ସାମଗ୍ରୀ ଗୋପାଳପୁର ଆଇ ଟି ଆଇ ସରକାରୀ କୋଭିଡ କେୟାର ସେଣ୍ଟରକୁ  ପ୍ରଦାନ କରିଛନ୍ତି । ପୂର୍ବତନ ବ୍ଳକ ଅଧ୍ୟକ୍ଷ ଲଷ୍ମୀଧର ସାହୁ ,ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ପ୍ରଭାତୀ ପ୍ରଧାନ ଏହି ସାମଗ୍ରୀକୁ ଡ଼ଃ ବେହେରାଙ୍କୁ  ଉପସ୍ଥିତରେ ସେଣ୍ଟରକୁ ପ୍ରଦାନ କରିଛନ୍ତି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here