ଅଠରନଳା ନୃସିଂହ ନଗର ଅଳିଆ ଆବର୍ଜନା କୁଢ଼ କୁଢ଼ ଜମି ରହିଛି। ପ୍ରସାଶନ ର ନଜର ନାହିଁ I

ପୁରୀ-ପୁରୀ ସଦର ଗୋପୀନାଥ ପୁର ଗ୍ରାମପଞ୍ଚାୟତ ଅଧୀନରେ ଥିବା ଅଠରନଳା ନୃସିଂହ ନଗର ରେ ସରକାରୀ ବିଭାଗ ର RKS ଅର୍ଥ ପଡିରହିଅଛି।covid19 ସଂକ୍ରାମକ ରୋଗ ବ୍ୟାପୁ ଥିବା ବେଳେ ଏହି ନୃସିଂହ ନଗର ରେ ଅଳିଆ କୁଡ଼ କୁଡ଼ ଜମା ରହିବା ଦ୍ୱାରା କରୋନା ସଂକ୍ରାମକ ରୋଗ ବ୍ୟାପିବା ର ଆଶଙ୍କା ରହୁଛି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ର ବିଷୟ ବସ୍ତୁ ହୋଇଛି। ତୁରନ୍ତ ଏ ଦିଗରେ RKS ର ଅଧିକାରୀ  ପଦକ୍ଷେପ ନେବା ପାଇଁ ଅଞ୍ଚଳ ବାସୀ ଦାବି କରୁଥିବା ବେଳେ ଆସନ୍ତୁ ଶୁଣିବା ସେହି ଅଂଚଳର ପୂର୍ବତନ ୱାର୍ଡ ସଭ୍ୟ ରାମଚନ୍ଦ୍ର ବାରିକ ଓ ମନମୋହନ ଙ୍କ ଠାରୁ ଏ ସମ୍ପର୍କରେ କଣ କହୁଛନ୍ତି।

ଆମ ପୁରୀ ଜିଲ୍ଲା ପ୍ରତିନିଧି ଙ୍କା ରେପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here