କାଳବୈଶାଖୀରେ ନୀଳଚକ୍ର ବାନା ଲାଗି ହେଉଥିବା ବାଉଁଶ ଭାଙ୍ଗି ପଡିଲା ଶୂନ୍ୟ ଗଣ୍ଠି।

ପୁରୀ: *କାଳବୈଶାଖୀରେ ଶ୍ରୀମନ୍ଦିର ନୀଳଚକ୍ରରେ ବାନା ଲାଗି ହେଉଥିବା ବାଉଁଶ ଭାଙ୍ଗିଲା। କାଳବୈଶାଖୀ ପ୍ରଭାବରେ ଆଜି ପୁରୀରେ ପ୍ରବଳ ପବନ ସହ ବର୍ଷା ହୋଇଛି । ପବନ ଯୋଗୁଁ ନୀଳଚକ୍ର ବାନା ଲାଗି ହେଉଥିବା ବାଉଁଶ ଭାଙ୍ଗି ନୀଳଚକ୍ରରେ ଲାଗିଛି ଓ ବିରଳ ଶୂନ୍ୟ ଗଣ୍ଠି ପଡିଛି । ଏହା ଏକ ବିରଳ ଓ ଶୁଭ ଘଟଣା ବୋଲି ଚୁନରା ସେବକ କହିଛନ୍ତି।

ତେବେ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିନାହିଁ ବୋଲି ଶ୍ର ମନ୍ଦିର ପ୍ରଶାସନ ସୁଚନା ଦେଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here