ଆଜି ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ ଅନୁଯାୟୀ ରାଜଗାଙ୍ଗପୁର ରେ ନୂତନ Covid testing Centre ଆରମ୍ଭ I

ଧନ୍ୟବାଦ ଜଣାଉଛି ଜିଲ୍ଲାର ଜିଲ୍ଲାପାଳ,( Collector) ଅତିରିକ୍ତ ଜିଲ୍ଲାପାଳ,( ADM)  ଉପଜିଲ୍ଲାପାଳ, ( Sub_Collector) ଜିଲ୍ଲାମୁଖ୍ୟ ସ୍ୱାସ୍ଥ ଅଧିକାରୀ (CDMO) ,ରାଜଗାଙ୍ଗପୁର ଡାକ୍ତରଖାନାର ମୁଖ୍ୟ Dr Toppo,  ରାଜଗାଙ୍ଗପୁର ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ( Executive Officer)ବିନୋଦ ଚନ୍ଦ୍ର ପଣ୍ଡା ଏବଂ ପୌରପାଳିକା ର ଡାକ୍ତର DR. Panigarhi  ଓ DR. Rao ମହୋଦୟ ଙ୍କୁ ଗତ 29.04.21 ଆମେ ଅନୁରୋଧ କରିଥିଲୁ ଯେ ରାଜଗାଙ୍ଗପୁର ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି, ତଦନୁଯାୟୀ ଆମ ରାଜଗାଙ୍ଗପୁର ସହରରେ Covid testing ବୃଦ୍ଧି କରାଯାଉ, ଆଜି ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ ଅନୁଯାୟୀ ରାଜଗାଙ୍ଗପୁର Municipality ward No- 1 Talkipada ଠାରେ ଥିବା Town primary school ରେ ନୂତନ Covid testing Centre Dr. Toppo ଙ୍କ ନେତୃତ୍ୱରେ ଆରମ୍ଭ କରାଗଲା,ପ୍ରଥମ ଦିନରେ 50 ଜଣ ଆକ୍ରାନ୍ତ ନିଜର Testing କରାଇଛନ୍ତି,  ଏବଂ DMF ଦ୍ଵାରା ପରିଚାଳିତ ଦୁଇଟି ଆମ୍ବୁଲାନ୍ସ ( Ambulance) ରେ ମଧ୍ୟ କାଲିଠାରୁ ବିଭିନ୍ନ ସ୍ଥାନରେ Antigen Test କରାଯିବ, ଏଣୁ ସମସ୍ତ ରାଜଗାଙ୍ଗପୁର ବାସୀ ଙ୍କୁ ମୋର ଅନୁରୋଧ ଆପଣ ମାନେ ଯେଉଁ ମାନଙ୍କର କରୋନା ଲକ୍ଷଣ ( Covid Symptoms) ଥିବ, ସେମାନେ ତୁରନ୍ତ ଯାଇ ନିଜର Covid Test କରାଇନିଅନ୍ତୁI

ଅମରେଶ ପଣ୍ଡା, ରାଜଗାଙ୍ଗପୁର

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here