ନବନିଯୁକ୍ତ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସ୍ମୃତରଞ୍ଜନ ଜେନା ଙ୍କୁ ଶୁଭେଚ୍ଛା। ଜଗତସିଂହପୁର

ଜଗତସିଂହପୁର: ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ସମସ୍ତ ଜିଲ୍ଲା ମାନଙ୍କ ରେ ନୂତନ ସଭାପତି ନିଯୁକ୍ତି କରିଛି। ରାଷ୍ଟ୍ରିୟ ସଭାପତି ଶ୍ରୀ ନିରାଜ କୁଣ୍ତନ ଅନୁମୋଦନ କର୍ମେ ଆଜି ଏହି ତାଲିକା ପ୍ରକାଶ ପାଇଛି। ଏଥି ମଧ୍ୟ ରୁ ଜଗତସିଂହପୁର ଜିଲ୍ଲା ପାଇଁ ସଭାପତି ଭାବେ ସ୍ମୃତିରଞ୍ଜନ ଜେନା ଙ୍କୁ ନିଯୁକ୍ତି ମିଳିଛି। ନିଯୁକ୍ତି ଖବର ପାଇବା ପରେ ସ୍ମୃତିରଞ୍ଜନ ଜେନା ଙ୍କୁ ଜିଲ୍ଲା ର ବିଭନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି। ଏହି ପରିପେଖିରେ ଜିଲ୍ଲା ସଭପତି ହେବା ପରେ ଶ୍ରୀ ସ୍ମୃତିରଞ୍ଜନ ଜେନା ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରି ଗୁରୁ ଦାଇତ୍ବ ମତେ ଦେଇଥିବା ରୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ପିସିସି କାର୍ଯ୍ୟକାରି ସଭାପତି ଶ୍ରୀଯୁକ୍ତ ଚିରଞ୍ଜୀବ ବିଶ୍ବାଳ, ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରଞ୍ଜୀବ ବିଶ୍ବାଳ, ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରମ କେଶରୀ ଜେନା, ପାରାଦୀପ ବିଧାୟକ ପାର୍ଥୀ ଅରବିନ୍ଦ ବାପି ସର୍ଖେଲ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ରା, ତିର୍ତୋଲ କଂଗ୍ରେସ ବିଧାୟକ ପାର୍ଥୀ ହିମାଂଶୁ ଭୁଷଣ ମଲ୍ଲିକ, ସାଂସଦ ପାର୍ଥୀନୀ ଶ୍ରମତି ପ୍ରତିମା ମଲ୍ଲିକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୁଚିତ୍ରା ବହୁରା, ପୂର୍ବତନ ପୌରାଧ୍ୟକ୍ଷ ଶ୍ରୀ ବିପ୍ଳବ ଚୌଧୁରୀ, ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଶ୍ରୀ ସୁନିଲ କୁମାର ମାଟିଆ, ଯୁବ କଂଗ୍ରେସ ଉପ-ସଭାପତି ଶ୍ରୀ ଅଭିଳାଶ ମାଣିଆ, ଜିଲ୍ଲା ସଭାପତି ଶ୍ରୀ ନଟବର ବାରିକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ପ୍ରଶାନ୍ତ ମଲ୍ଲିକ, ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭପତି ଶ୍ରୀ କୁମାର ପ୍ରିତମ ପରିଜା, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସଂପାଦକ ଶ୍ରୀ ଲିପକ ସାହୁ, ରାଜ୍ୟ ଯୁବ କଂଗ୍ରେସ ମୁଖପାତ୍ର ଶ୍ରୀ ଅଜୟ କୁମାର ସାହୁ  ଓ ଅନ୍ୟନ ନେତୃ ମଣ୍ତଳୀ ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଜଗତସିଂହପୁର ରୁ ଜିଲ୍ଲା ପ୍ରତନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here