ସଜନା ଶାଗ ର ଖାଦ୍ୟସାର । ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସଜନା ଶାଗ ସର୍ବୋତ୍ତମ।

ଖୀର ଠାରୁ ୪ ଗୁଣା ଅଧିକ କ୍ୟାଲସିୟମ ଓ 2 ଗୁଣା ଅଧିକ ପ୍ରୋଟିନ।

ଗାଜର ଠାରୁ ୪ ଗୁଣା ଅଧିକ ଭିଟାମିନ A ଅଛି ।

କଦଳୀ ଠାରୁ ୫୦ ଗୁଣା ଅଧିକ ଭିଟାମିନ B2 ଓ ତିନି ଗୁଣା ଅଧିକ ଫସଫରସ।

ଚିନାବାଦାମ ଠାରୁ ୫୦ଗୁଣା ଅଧିକ ଭିଟାମିନ B3 / Niacin

କମଳା ଲେମ୍ବୁ ଠାରୁ ସାତ ଗୁଣା ଅଧିକା VITAMIN-C (ଇଂମୁନିଟି ବଢ଼ାଇବ ଓ anti-oxidant ଭଳି ଶରୀରରୁ free-radicles ନିଷ୍କାସନ କରେ)

Almond / ପିସ୍ତା ବାଦାମ ଠାରୁ 2 ଗୁଣା ଅଧିକ ଭିଟାମିନ-E ଅଛି।। ଆହୁରି ଅନେକ ତଥ୍ୟ ଅଛି।

ସଜନାରେ ପ୍ରଚୁର ମାତ୍ରାରେ IRON (ଲୌହ) ଅଛି, ଯାହା ହିମୋଗ୍ଲୋବିନ ମାତ୍ରା ବଢାଏ ଓ ରକ୍ତ-ହୀନତା / anemia ରୋଗ ଦୂର କରାଏ।

ଯାହାର ଛୋଟିଆ ଜାଗା ଖଣ୍ଡକ ଅଛି, ସଜନା ଗଛଟି ନିଶ୍ଚିତ ଲଗାନ୍ତୁ, ଅନ୍ୟ ମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ।

ଦିନରେ ଥରୁଟିଏ 50 ଗ୍ରାମର ସଜନା ଶାଗ ଅଥବା 100 ଗ୍ରାମର ସଜନା ଛୁଇଁ ଖାଇଲେ ଶରୀରକୁ ଅନେକ ପୋଷଣ ମିଳିଯିବ।

ରକ୍ତହୀନତା, ହାଡ଼ ଦୁର୍ବଳତା, ଦୁର୍ବଳ ମାଂସପେଶୀ, କମ ଦୃଷ୍ଟିଶକ୍ତି ଓ ମାନସିକ ବିକାଶ ପାଇଁ ଅନେକ ଲାଭକାରୀ।

କୋରୋନା ସମୟରେ ସମସ୍ତେ ନିଜ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇବା ଦରକାର ସଜନା ଶାଗ ଏଥିପାଇଁ ସର୍ବୋତ୍ତମ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here