ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ ୨୪ ଘଣ୍ଟା ପାଇଁ ସିଲ୍ I

ଭୁବନେଶ୍ୱର: କରୋନା କଟକଣାର ଉଲ୍ଲଂଘନ । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ୨୪ ଘଣ୍ଟା ପାଇଁ ସିଲ୍ ହୋଇଛି । କୋଭିଡ୍ ନିୟମ ଉଲ୍ଲଂଘନ ହେଉଥିବାରୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ । ଆସନ୍ତାକାଲି ଶନିବାର ଓ ତାପରଦିନ ରବିବାର ସପ୍ତାହାନ୍ତ ସଟ୍‌ଡାଉନ ରହିଛି । ଏହି ହିସାବରେ ଆଜିଠାରୁ ୩ ଦିନ ଯାଏଁ ଇନ୍ଦ୍ରଧନୁ ମାର୍କେଟ ବନ୍ଦ ରହିବ । ସୋମବାର ଦିନ ଖୋଲିବ । ଅଧିକ ଗହଳି କରିବା ସବ ଲୋକ କୋଭିଡ୍ ନିୟମର ଉଲ୍ଲଂଘନ କରୁଛନ୍ତି । ବଜାରରେ ଭିଡ଼ ହେଉଛି । ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି ଉଭୟ ଦୋକାନୀ ଓ ଗ୍ରାହକ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here