ଖବର ସଂକ୍ଷେପ ରେ…… ତାରିଖ ୨୯/୦୪/୨୧, ଗୁରୁବାର (NEWS IN BULLETS)

୧- ଆଜି ଓଡିଶା ରେ ମୋଟ ପଜିଟିଭ୍ ସଂଖ୍ୟା ୬୯୯୮ । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୯୧୯।

୨-ନୁଆ ଦିଲ୍ଲୀ:ଦେଶର ୧୫୦ ଜିଲ୍ଲାରେ କରୋନାର ଦ୍ରୁତ ସଂକ୍ରମଣ, ହୋଇପାରେ ସଂପୂର୍ଣ୍ଣ ତାଲା ବନ୍ଦ।

୩-ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଏକକୋଟି ଟଙ୍କାର ଦାନ, ଏସଏନ ମହାନ୍ତି ମାଇନିଂ ଆଣ୍ଡ ଷ୍ଟିଲ କମ୍ପାନୀ ଦେଲା ସହାୟତା।

୪-ରାଜ୍ୟରେ ୨ ହଜାର ୫୭୦ କୋଟି ଟଙ୍କାର ୯ଟି ଶିଳ୍ପ ପ୍ରକଳ୍ପକୁ ମଂଜୁରୀ ପ୍ରଦାନ କଲା ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍‌ସ ଅଥରିଟି।

୫-ଭୁବନେଶ୍ୱର:୪୦ଂ ଉପରେ ୧୫ ସହର,୪ ଦିନ କାଳବୈଶାଖୀ ସମ୍ଭାବନା।

୬-ଓଡ଼ିଶାରୁ ଯୋଗାଣ ହେଲାଣି ୨୧୧୨ ଟନ୍‌ ଅମ୍ଳଜାନ।

୭-ରାଜନଗର: କୁମ୍ଭୀର ପ୍ରଜନନ ଋତୁ ଯୋଗୁଁ ମେ’ ପହିଲାରୁ ଜୁଲାଇ ‌୩୧ ଯାଏଁ ଭିତରକନିକା ବନ୍ଦ।

୮-କୋଭିଡ୍‌ ନିୟମ ଉଲ୍ଲଂଘନ : ଭୁବନେଶ୍ବର ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ସିଲ୍‌।

୯-ମୋଦୀ-ପୁଟିନଙ୍କ ଟେଲିଫୋନ ବାର୍ତ୍ତାଳାପ : ‘ସ୍ପୁଟନିକ୍-ଭି’ ସମଗ୍ର ମାନବ ସମାଜକୁ ମହାମାରୀ ମୁକାବିଲାରେ ସାହାଯ୍ୟ କରିବ
ଭାରତରେ ସ୍ପୁଟନିକ୍-ଭି ଟିକାକୁ ଅନୁମୋଦନ ନେଇ ପୁଟିନଙ୍କ ପ୍ରଶଂସା।

୧୦-ପିଏମ କେୟାର୍ସ ପାଣ୍ଠିରେ କିଣାଯିବ ୧ ଲକ୍ଷ ଅମ୍ଳଜାନ କନସେନଟ୍ରେଟର
ଡିଆରଡିଓ ବୈଷୟିକ କୌଶଳରେ ପ୍ରତିଷ୍ଠା ହେବ ଅଧିକ ୫୦୦ଟି ପିଏସଏ ଅକ୍ସିଜେନ ପ୍ଲାଣ୍ଟ

୧୧-ଚେନ୍ନାଇର କ୍ରମାଗତ ୫ମ ବିଜୟ: ଋତୁରାଜ ଓ ଡୁପ୍ଲେସିସ୍‌ ଦମଦାର ଅର୍ଦ୍ଧଶତକ, ହାଇଦ୍ରାବାଦକୁ ୭ ଓ୍ଵିକେଟ୍‌ରେ ହରାଇଲା ସିଏସକେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here