ଖବର ସଂକ୍ଷେପ ରେ…… ତାରିଖ ୨୬/୦୪/୨୧, ସୋମବାର (NEWS IN BULLETS)

୧-ଖୁସି ଖବର! ରାଜ୍ୟର ୧୮ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

୨-ସାରାଦେଶ ପାଇଁ ଅକ୍ସିଜେନ୍‌ ପାଲଟିଛି ଓଡ଼ିଶା, ୭ ରାଜ୍ୟକୁ ପଠାଯାଇଛି ଅମ୍ଳଜାନ ଟ୍ୟାଙ୍କର।

୩-କରୋନା ପାଇଁ ବଦଳିଲା ବ୍ୟାଙ୍କ ନିୟମ, ଆଜିଠୁ ଗ୍ରାହକ ସେବା ୧୦ଟାରୁ ୨ଟା ପର୍ଯ୍ୟନ୍ତ।

୪-ଭୁବନେଶ୍ୱର:ସାରା ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଜାରି।ଆଉ ତିନି ଦିନ ଅସମ୍ଭାଳ ତାତି।

୫-ପିପିଲି ଉପନିର୍ବାଚନ:ଆଜି ନାମାଙ୍କନ କରିବେ କଂଗ୍ରେସ ପ୍ରାର୍ଥୀ ବିଶ୍ଵ କେବନ।

୬-‘ଟେକ୍ନୋଡିଅମ୍‌-୨୦୨୧’ରେ କିଟ୍‌ ସ୍କୁଲ୍‌ ଅଫ୍‌ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂର ଛାତ୍ରଙ୍କ କମାଲ, ଇ-ସାଇକେଲ୍‌ ପ୍ରକଳ୍ପରେ KIIT ପ୍ରଥମ।

୭-ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ସଂଗୀନ,୧୭ OPSଙ୍କୁ ଦିଆଗଲା ୫ ଜିଲ୍ଲା ଦାୟିତ୍ଵ।

୮-ପୁରୀ ସ୍ବର୍ଗଦ୍ବାରରେ ଶବ ସତ୍କାର ଉପରେ ଲାଗିଲା କଟକଣା, ଆଜିଠୁ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ମନା।

୯-ଓଡ଼ିଶାକୁ ଘାରିଲା ଟ୍ରିପଲ ମ୍ୟୁଟାଣ୍ଟ ଚିନ୍ତା, ବିମାନବନ୍ଦର ଏବଂ ରେଲ୍‌ୱେ ଷ୍ଟେସନ୍‌ରେ ଯାଞ୍ଚ କଡ଼ାକଡ଼ି।

୧୦-କୋଭିଡ କବଳରେ ହେବିଓ୍ୱେଟ୍ : ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସାଂସଦ ଜୁଏଲ ଓରାମ ଓ ବିଶେଶ୍ୱର ଟୁଡୁ କରୋନାରେ ଆକ୍ରାନ୍ତ।

୧୧-କୋଭିଡ୍ ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ଚିଠି ଲେଖିଲେ ରାଜ୍ୟ ସରକାର । ୩ କୋଟି ୭୭ ଲକ୍ଷ ଡୋଜ୍ ଦେବା ପାଇଁ ଚିଠି ।

୧୨-କାନାଡ଼ାର ପ୍ରଭାବୀ ମହିଳା ହେଲେ ଓଡ଼ିଆ ପ୍ରଫେସର ମଞ୍ଜୁ ମିଶ୍ର।

୧୩-ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ବାସ୍ଥ୍ୟ ବୀମା, ଉପକୃତ ହେବେ ୨୫୦୦ ପରିବାର।

୧୪-କଟକ:ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ଦୁଇ ବର୍ଷର ପ୍ରଣଭି।ପୂର୍ବିଙ୍କ ପ୍ରଖର ସ୍ମରଣଶକ୍ତିର ପ୍ରତିଭାକୁ ଦେଖି ଆଇ.ବି.ଆର ପକ୍ଷରୁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।

୧୫-ସୁପର ଓଭର ରୋମାଞ୍ଚ ; ଦିଲ୍ଲୀର ଜିତାପଟ।ଚମକିଲେ ଜାଡ଼େଜା ; ଆର୍‌ସିବିର ପ୍ରଥମ ପରାଜୟ।

? ଆଜି ହିଙ୍ଗୁଳା ଯାତ୍ରା ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here