ଡାବୁଗାଁ ରେ ବିଜୁ ଶ୍ରାଦ୍ଧ ଦିବସ ପାଳିତ I

ଡାବୁଗାଁ, ୧୭/୪ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୂଜା ମଣ୍ଡପରେ ଡାବୁଗାଁ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ ସରକାର ଙ୍କ କରୋନା ନିୟମ ଅନୁସାରେ ଶନିବାର ପାଳିତ ହୋଇଯାଇଛି | ଏଥିରେ ସାଂସଦ ପ୍ରତିନିଧି ଏମ୍॰ ଆପ୍ପା ରାଓ, ରାଜ୍ୟସଭା ସାଂସଦ ପ୍ରତିନିଧି ରମାରାଓ ଚୌଧୁରୀ, ବିଧାୟକ ପ୍ରତିନିଧି ଏମ୍॰ ବୁଲୁ ରାଓ, ବ୍ଲକ ବିଜେଡି ଉପସଭାପତି ପି॰ ନାଗା, ବ୍ଲକ ଯୁବ ବିଜେଡି ସଭାପତି ଟି॰ ଜୁଗୁନୁ, ଏମ୍॰ ବାସୀ ରାଓ, ଗେଦୁ ପଟ୍ଟନାୟକ, ଜି॰ ମୁରଲୀ ରାଓ, ଜି॰ ବାବୁଜୀ ରାଓ, ଆର॰ ପ୍ରକାଶ ରାଓ ଓ  ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ | ସମସ୍ତେ ମୁହଁରେ ମାସ୍କ ବିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରି ଦିବସ ଟିକୁ ପାଳନ କରାଯାଇଥିଲା

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା। Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here