ଏରସମା ଥାନାରେ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ ,ଜଗତସିଂହପୁର ।

ସମ୍ମୁଖରେ ଧାରଣା ଦେବା ସହିତ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ।ମାଳତୀ ମଣ୍ଡଳ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇ ଛନ୍ତି କି ସେ ତାଙ୍କ ନାତି ପାଖରେ ଆଶ୍ରୟ ନେଇଥିଲେ।କିନ୍ତୁ ତାଙ୍କ ନାତି ମାଳତୀ ମଣ୍ଡଳ ଙ୍କ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତି ଭୋଗ କରୁଛନ୍ତି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଓଲରା ଗ୍ରାମର ମାଳତୀ ମଣ୍ଡଳ ଏରସମା ଥାନାରେ ନ୍ୟାୟ ନପାଇ  ଜିଲା ଆରକ୍ଷୀ କାର୍ଯ୍ୟାଳୟ ।ଏବେ ନାତି ଜଣଙ୍କ ମାଳତୀ ମଣ୍ଡଳକୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହିତ ତାଙ୍କୁ ଘରୁ ବାହାର କରିଦେଇଛନ୍ତି। ତେବେ ଏନେଇ ମାଳତୀ ମଣ୍ଡଳ ଏରସମା ଥାନାରେ ନ୍ୟାୟ ଅଭିଯୋଗ କରିଥିଲେ ମଧ୍ୟ ଥାନାରେ ନ୍ୟାୟ ନମିଳିବାରୁ ଆଜି ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ।ତେବେ ମାଳତୀ ମଣ୍ଡଳ ଆତ୍ମହତ୍ୟା ପୂର୍ବରୁ ଜଗତସିଂହପୁର ପୋଲିସ ମାଳତୀ ଙ୍କୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲେ।ଜଗତସିଂହପୁରରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here