ଖବର ସଂକ୍ଷେପ ରେ…… ତାରିଖ ୨୮/୦୩/୨୧, ରବିବାର (NEWS IN BULLETS)

୧-ବଢ଼ିଲା ବିଜୁଳି ଦର, ୟୁନିଟ ପିଛା ୩୦ ପଇସା ବୃଦ୍ଧି, ଏପ୍ରିଲ ୪ରୁ ଲାଗୁ।

୨-ରାଜ୍ୟରେ ଖୋଲିବ ୧୫୬୭ଟି ନୂଆ ଅଙ୍ଗନବାଡି କେନ୍ଦ୍ର।

୩-ଭୁବନେଶ୍ବର: ଚୋରି ହୋଇଥିବା ୪୦ ମୋବାଇଲ ଜବତ କଲା ସହିଦନଗର ପୋଲିସ, ଫେରାଇଲା ମାଲିକଙ୍କୁ।

୪-ଝାରସୁଗୁଡ଼ା: ଝାରସୁଗୁଡ଼ା ସରକାରୀ ଯାନ୍ତ୍ରୀକ ବିଦ୍ୟାଳୟରେ ଗୋଟିଏ ଦିନରେ ୨୧ଜଣ କରୋନା ପଜିଟିଭ୍ ଚିହ୍ନଟ।

୫-ଅଲିମ୍ପିକ୍‍ କ୍ୱାଲିଫାଏର୍‍ କିଟ୍‍ ଛାତ୍ରୀ ଭବାନୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା,
କିଟ୍‍ ମୋ ପାଇଁ ଶୁଭଙ୍କର: ଭବାନୀ।

୬-କଟକ: ଏସସିବି ମେଡିକାଲ କଲେଜର ବିରଳ ଟ୍ରାନ୍‌ସପ୍ଲାଣ୍ଟ, ସଫଳ ହେଲା ଆଲୋଜେନିକ ବୋନମ୍ଯାରୋ ଟ୍ରାନ୍ସପ୍ଲାଣ୍ଟେସନ।

୭-ଟ୍ବିନ ସିଟିରେ କାଳବୈଶାଖୀ: ୨୦୨୧ର ପ୍ରଥମ ବର୍ଷା ଓ ଘୂର୍ଣ୍ଣି ଝଡ଼ରେ ଭିଜିଲା ଟ୍ବିନ ସିଟି, ରାସ୍ତାଘଟ ସବୁ ଅନ୍ଧକାର।

୮-ବଢିଲା ଟିକା ତାଲିକା । ରାଜ୍ୟରେ ବିଦ୍ୟୁତ ଓ ପାନୀୟ ଜଳ ଯୋଗାଣ କର୍ମଚାରୀ ଏବଂ ସଡ଼କ ପରିବହନ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା ।

୯-ଭୁବନେଶ୍ବରରେ ବିଷ ବି ଡିଲ୍, ଜବତ ହେଲା କୋଟିଏରୁ ଅଧିକ ଟଙ୍କାର ସାପ ବିଷ।

୧୦-ଦେଶରେ ବିଗିଡିବାରେ ଲାଗିଛି କରୋନା ସ୍ଥିତି, ୨୪ ଘଣ୍ଟାରେ ୬୨,୨୫୮ ପଜିଟିଭ୍ ଚିହ୍ନଟ, ଚାଲିଗଲା ୨୯୧ ଜଣଙ୍କ ଜୀବନ

୧୧-କୋଲକାତା/ଗୁଆହାଟୀ:ପଶ୍ଚିମ ବଙ୍ଗରେ ୮୨ ଓ ଆସାମରେ ୭୭ ପ୍ରତିଶତ ମତଦାନ।

? ଆଜି ଦୋଳପୂର୍ଣ୍ଣିମା,ଶ୍ରୀ ଚୈତନ୍ୟ ଦେବଙ୍କ ଜନ୍ମୋତ୍ସବ ?

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here