ନାଉଗାଁ ବ୍ଳକ ରେ ମନ୍ତ୍ରୀ ଙ୍କ ଦ୍ଵାରା ଆଦର୍ଶ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କାଯ୍ୟକ୍ରମ ଅନୁଷ୍ଠିତ : ଜଗତସିଂହପୁର

ଜଗତସିଂହପୁର ଜିଲ୍ଲା ନାଉଗାଁବ୍ଳକ ଅନ୍ତର୍ଗତ ତିରୁଣା ପଞ୍ଚାୟତ ର ଦହିପାଳ ଗ୍ରାମରେ ରାଜ୍ୟସରକାରଙ୍କ ତରଫରୁ ମନ୍ତ୍ରୀ ସମିର ରଞ୍ଜନ ଦାଶ ଙ୍କ ଦ୍ଵାରା ଏକ ଆଦର୍ଶ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କାଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ।ଏହି ସଭାରେ ଜଗତସିଂହପୁର ବିଧାୟକ ପ୍ରସାନ୍ତ କୁମାର ମୁଦୁଲି ସଭାପତିତ୍ବକରିଥିଲେ ।ଏବଂମୁକ୍ଷ୍ୟଅତିତି ଭାବେ ଓଡିଆ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ ଏବଂ ନିମତ୍ରିତ ଅତିଥି ଭାବେ ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଯେଗଦେଇଥିବାବେଳେ ନାଉଗାଁ ୨ ନମ୍ବର ଜେନ୍ ର ଜିଲ୍ଲା ସଭାପତି ସୁବଳ ବେହେରା କୃଷକ ମୋର୍ଚ୍ଚା ର ସଭାପତି ପ୍ରକାଶ ବସ୍ତିଆ ,ନାଉଗାଁ ବ୍ଲକ ସଭାପତି ସୁଜିତ ମଲ୍ଲିକ ନ୍ଉଗାଁ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ ବିଡିଓ ରଶ୍ମିରେଖା ମଲିକି ,ତହସିଲଦାର ଜେ.କଳ୍ପନା ଜୁବ ନେତା ପ୍ରଦିପ କୁମାର ସ୍ବାଇଁ ଯୋଗଦେଇଥିଲେ ।

ଜଗତସିଂହପୁର ରୁ ଜିଲା ପ୍ରତିନିଧିପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here