ସାମ୍ନାକୁ ଆସିଲା କେଜିଏଫ ୨ ର ନୂତନ ପୋଷ୍ଟର

 ୟଶ ଓ ସଞ୍ଜୟ ଦତ୍ତଙ୍କ ଅଭୀନିତ କେଜିଏଫ ଚ୍ୟାପ୍ଟର ୨ର ରିଲିଜ୍ ତାରିଖ ଘୋଷଣା ହୋଇଛି। ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଲାଗି ରହିଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଏବଂ ଫିଲ୍ମର ନିର୍ମାତା ଏହି ବହୁପ୍ରତୀକ୍ଷିତ ଫିଲ୍ମ ଜୁଲାଇରେ ରିଲିଜ୍ ହେବ ବୋଲି ଘୋଷଣା କରିଛନ୍ତି। ଏହି ଫିଲ୍ମରେ ସଞ୍ଜୟ ଦତ୍ତ, ୟଶ, ଶ୍ରୀନିଧି ସେଟ୍ଟି ଓ  ରବିନା ଟଣ୍ଡନ ପ୍ରମୁଖ ଚରିତ୍ରରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନିଲ୍ ଏବଂ ନିର୍ମାତା ହେଉଛନ୍ତି ବିଜୟ କିରଗନ୍ଦୁର। ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ ଓ ମାଲାୟାଲମ ଭାଷାରେ ରିଲିଜ୍ ହେବ। ହିନ୍ଦୀରେ ଏହା ରିତେଶ ସିଧଓ୍ଵାନୀ ଓ ଫରହାନ ଅଖତର, ଏକ୍ସେଲ ଏଣ୍ଟରଟେନମେଣ୍ଟର ଦ୍ଵାରା ସିନେମାଘରକୁ ଆସିବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here