କେନ୍ଦ୍ରାପଡା ହରିଦାସପୁର ଜଦୁପୁର ଗ୍ରାମ ନିକଟରେ ରେଳଧାରଣାରେ କଟି ଜୈନିକ ମହିଳାଙ୍କ ମୃତ୍ୟୁ

ଆଜି ସକାଳୁ ସକାଳୁ ପାରାଦୀପ ହରିଦାସପୁର ରେଳପଥର କେନ୍ଦ୍ରାପଡା ଜିଲ୍ଲାର ଜଦୁପୁର ଗ୍ରାମ ନିକଟରେ ଏକ ଜୈନିକ ମହିଳାଙ୍କ ରେଳଧାରଣା ଅତିକ୍ରମ କରୁଥିବା ବେଳେ ପାରାଦୀପ ପଟୁ ଚଣ୍ଡିଖୋଲ୍ ଅଭିମୂଖେ ଯାଉଥିବା ଟ୍ରେନଟି ପଛପଟୁ ମହିଳାକୁ ସିଧାସଳଖ ଧକାଦେବା ପରେ ସଂଗେ ସଂଗେ ଘଟଣା ସ୍ଥଳରେ ମହିଳାଙ୍କ ଗଣ୍ଡିରୁ ମୁଣ୍ଡଟି ଅଲଗା ହୋଇ ଧାରଣା ଉପରେ ପଡିରହିଥିବା ଦେଖିବାକୁ ମିଳିଥିଲା । ପାରାଦୀପ କେନ୍ଦ୍ରାପଡାକୁ ରେଳପଥ ହେବା ପରେ ଏହା ଖାଲି ନୂରତନ ବର୍ଷ ନୁହେଁ ପ୍ରଥମ ରେଳ ଦୃର୍ଘଟ୍ଟଣା ବୋଲି ରେଲବାଇ ପୋଲିସ ଏବଂ ସରକାରୀ ସୂତ୍ରରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ତେବେ ସିଧାସଳଖ ଦେଖନ୍ତୁ କଣ ରହିଛି ଦୃଘଟ୍ଟଣା ସ୍ଥଳର ଚିତ୍ର ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here