ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଙ୍କ ମହାଦେବ ମନ୍ଦିର ପରିଦର୍ଶନ : ପୁରୀ

ଆଜି ୯ଟା ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ଭାଇଲିପୁର ଗ୍ରାମ ପଞ୍ଚାୟତ ରୁଆ ଗ୍ରାମର ଅନନ୍ତେଶ୍ଵର ମହାଦେବ ମନ୍ଦିରର ନିର୍ମାଣଧିନ କାର୍ଯ୍ୟ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ରୁଆ ଗ୍ରାମବାସୀ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ଦାସବର୍ମା ମାହାଦେବ ମନ୍ଦିର ପାଇଁ ଆବଶ୍ୟକ ଅର୍ଥ ବରାଦ କରି ନିର୍ମାଣ ଧୀନ କାର୍ଯ୍ୟ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ କାର୍ତ୍ତବିଯ୍ୟ ସ୍ବାଇଁ, ଭାଇଲିପୁର ପଞ୍ଚାୟତ ସରପଞ୍ଚ ପଦ୍ମଚରଣ ଭୋଇ ଓ ଗଉଡିକେରା ପଞ୍ଚାୟତ ପୂର୍ବତନ ସରପଞ୍ଚ ରମେଶ ପ୍ରଧାନ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here