ରାଜଗାଙ୍ଗପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରଥମପର୍ଯ୍ୟୟ କୋରାନ ଯୋଦ୍ଧାଙ୍କୁ ଭେକ୍ସିନ ଟିକା ପ୍ରଦାନ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ କୋରାନ ଯୋଦ୍ଧା ଭାବେ ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ନର୍ସ ଆଶା ଦିଦି ଅଙ୍ଗନବାଡି ଓ ସଫେଇ କର୍ମଚାରୀ ଏବଂ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଦିଆଯାଇଥିଲା । ପ୍ରଥମେ ଡାକ୍ତର ଉମେଶ ଚନ୍ଦ୍ର ଗୁରୁ ଅବସର ପ୍ରାପ୍ତ ମେଡିକାଲ ଇନଚାର୍ଜ ଙ୍କୁ ଦିୟା ଜୀବାସହ ସମସ୍ତ କୋରୋନା ଯୋଦ୍ଧାଙ୍କୁ ଦିୟା ଯାଇଥିଲା ଟିକା । ଏହି ଅବସରରେ ଜିଲ୍ଲାରେ ୮ ଟି ସ୍ଥାନରେ ଭେକ୍ସିନ ଟିକା ଦିଆ ଯାଇଥିବା ବେଳେ ରାଜଗାଙ୍ଗପୁର ବଡ଼ଗାଁ ଓ କୁତ୍ରା ତିନୋଟି ବ୍ଲକର ୪ ଟି ସି.ଏଚ.ସି.ର ପ୍ରାୟ ୨୦୦୦ରୁ ଉର୍ଦ୍ଧ ଡାକ୍ତର ପାରା ମେଡିକାଲ ଷ୍ଟାଫ ନର୍ସ ଓ ସମସ୍ତ କର୍ମଚାରୀ ମାନେ ଏହି ଭେକସିନ ଟିକା ନେଇଥିବା ଜଣାପଡିଛି । ଏହି ଅବସରରେ ରାଜଗାଙ୍ଗପୁର ବିଧାୟକ ଡାକ୍ତର ସିଏସ, ରା଼ଜ଼ାନ ଏକ୍କା,ଉପ ଜିଲ୍ଲା ପାଳ, ରାଜଗାଙ୍ଗପୁର ତହସିଲଦାର ସରତକୁମା ବାଗ,ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, କଂଗ୍ରେସ ସଭାପତି ଏଫତିଖାର ଅହମଦ(ପାକବାବୁ)ଏକବାଲ ମଲ୍ଲିକ,ଅରୁନ ସାମଲ, ଦେବରଞ୍ଜ ବିନୋଦ, ଫହଇମ ଆକ୍ତର ଉପସ୍ଥିତ ଥିଲେ ।

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here