ଡାବୁଗାଁରେ ନୂତନ ତହସିଲଦାର ଙ୍କ ଯୋଗଦାନ

ଡାବୁଗାଁ, ୧୫/୧ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କୁ ଶୁକ୍ରବାର ନୂତନ ତହସିଲଦାର ଭାବେ ସନ୍ଧ୍ୟା ସମରଥ  ଦାୟିତ୍ଵ ଗ୍ରହଣ କରିଛନ୍ତି | ସେ ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ | ସେ ୨୦୧୭ ବ୍ୟାଚ ର ଓଏଏସ ଅଧିକାରୀ | ଡାବୁଗାଁ ତହସିଲଦାର ଭାବେ ସେ ପ୍ରଥମ ଥର ଆରମ୍ଭ କରିଛନ୍ତି |  ଆଜି ଅପରାହ୍ନରେ  ଡାବୁଗାଁ ସାମ୍ବାଦିକ ସଙ୍ଘ  ପକ୍ଷରୁ ନୂତନ ତହସିଲଦାରଙ୍କୁ ପୁଷ୍ପଗୁଚ୍ଛ ଦେଇ  ସ୍ୱାଗତ କରାଯିଛି । ଏହି ସ୍ୱାଗତ ସମ୍ବର୍ଦ୍ଧନା ରେ ଡାବୁଗାଁ ସାମ୍ବାଦିକ ସଙ୍ଘ ର ସଭାପତି ପ୍ରଜ୍ଞା ରଞ୍ଜନ ପରିଡା, ଉପ ସଭାପତି ସଂଜୀବ ଜନୀ, ସମ୍ପାଦକ ମିହିର ଶଙ୍କର ପତ୍ର, ସହ ସମ୍ପାଦକ ଗଗନ ଗନ୍ତୟତ , କୋଷାଧକ୍ଷ ସୁଶାନ୍ତ କୁମାର ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ରବିନାରାୟଣ ମହାନ୍ତି ଓ ସଭ୍ୟ ପଦମ  ସିଂ ପ୍ରମୁଖ ଉପସ୍ଥିତ ଥିଲେ ।                                                                                                                

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here