ଖବର ସଂକ୍ଷେପ ରେ……ତାରିଖ ୧୩/୦୧/୨୧, ବୁଧବାର(NEWS IN BULLETS)

୧-ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ମାଟ୍ରିକ ପରୀକ୍ଷା ଫିସ୍‌ ଛାଡ କଲେ ସରକାର।୬ଲକ୍ଷ ପିଲା ହେବେ ଉପକୃତ।

୨-ଜାଗା ମିଶନ ଓ ପାଇପ୍ ଯୋଗେ ଜଳ ଯୋଗାଣକୁ ପ୍ରଶଂସା, ଓଡ଼ିଶାକୁ ଆଉ ଦୁଇଟି ଜାତୀୟ ପୁରସ୍କାର।

୩-ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମି ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର, ଯୋଜନା ପ୍ରସ୍ତୁତ କଲେ ରାଜ୍ୟ ସରକାର।

୪-ଭୁବନେଶ୍ୱର: ନକଲି ଚେକ୍ ରେ ୨.୮୭ କୋଟି ଠକେଇ,ଆଉ ତିନି ଜଣଙ୍କୁ ଗିରଫ କଲା EOW ।

୫-ଭୁବନେଶ୍ୱର:୫-ଟି ପରିସରଭୁକ୍ତ ହେବ ମୋ ସ୍କୁଲ।

୬-ନିରନ୍ତର ଗୁଣାତ୍ମକ ଶିକ୍ଷାଦାନ ପାଇଁ କିସ୍‌କୁ ମିଳିଛି ଅନ୍ତର୍ଜାତୀୟ ଶିକ୍ଷା ସମ୍ମାନ-୨୦୨୦।

୭-ଜୟଦେବ ବିହାର-କିଟ୍ ଛକ ହେବ ୮ଲେନ୍, ବଜେଟରେ ହେବ ବ୍ୟୟ ବରାଦ, କଳିଙ୍ଗ ହସପିଟାଲ ଛକ, ଢମଣା ଛକରେ ଫ୍ଲାଏ ଓଭର ପ୍ରସ୍ତାବ।

୮-ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ପହଞ୍ଚିଲା ସ୍ୱଦେଶୀ କୋଭିଡ୍‌ ଟୀକା: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ।

୯-ହ୍ୱାଟ୍ସଆପର ସୁରକ୍ଷା ନେଇ ଉଠୁଥିବା ପ୍ରଶ୍ନ ଭିତରେ ସ୍ପଷ୍ଟୀକରଣ ଦେଲା କଂପାନୀ । ବ୍ୟକ୍ତିଗତ ବ୍ୟବହାରକାରୀଙ୍କ ଉପରେ ପଡିବନି ପ୍ରଭାବ, ସେମାନଙ୍କ ଡାଟା ରହିବ ସୁରକ୍ଷିତ ।

୧୦-ଧବଳେଶ୍ୱରଙ୍କ ପୀଠରେ ଜାରି ହେବ ୧୪୪ ଧାରା, ମକର ସଂକ୍ରାନ୍ତି ପାଇଁ କଡା କଟକଣା।

୧୧-ରାଜ୍ୟ ସରକାର ଦେଲେ ଅନୁମତି, ଏଣିକି କନ୍ୟା ଘରକୁ ପ୍ରୋସେସନ୍‌ କରି ଯାଇପାରିବେ ବର।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here