କନ୍ଧମାଳ ଓ ଗଜପତି ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ।

 ଗତ କାଲି କନ୍ଧମାଳ ଓ ଗଜପତି ଜିଲ୍ଲାରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ବର୍ତ୍ତମାନ କିଛି ସମୟ ପୂର୍ବରୁ ପ୍ରାୟ ରାତ୍ରୀ ୯.୪୫ମିନିଟ ସମୟରେ କନ୍ଧମାଳ ଓ ଗଜପତି ଜିଲ୍ଲାର ଦାରିଙ୍ଗିବାଡ଼ି, ରାଇକିଆ, ଜି.ଉଦୟଗିରି ଓ ଗଜପତିର ମୋହନା ବ୍ଲକର କିଛି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିବା ପରେ ଲୋକମାନେ ଘରୁ ପଦାକୁ ଭୟଭିତ ଅବସ୍ଥାରେ ବାହାରି ଆସିଥିଲେ । ରିପୋର୍ଟ ଲେଖାହେଲା ବେଳକୁ ସରକାରୀ ସ୍ତରରେ ଭୂମିକମ୍ପର କୌଣସି କ୍ଷୟକ୍ଷତିର ଖବର ଆକଳନ କିମ୍ବା ସୂଚନା ମିଳିନଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

ରିପୋର୍ଟ – ପ୍ରଫୁଲ୍ଲ କୁମାର ଦାସ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here