ପିଚୁ ଟ୍ରକ୍‌ରୁ ଗଞ୍ଜେଇ ଜବତ : ରାୟଗଡା

 ରାୟଗଡା ଜିଲ୍ଲା ମୁନିଗୁଡାରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ ପିଚୁ ଟ୍ରକରୁ ଦୁଇ ଟନ୍ ରୁ ଅଧିକ ଗଞ୍ଜେଇ ଜବତ କରିଛି ଏସଟିଏଫ୍ । ଆନ୍ଧ୍ରପ୍ରଦେଶରୁ କଣ୍ଟାମାଳକୁ ଚାଲାଣ ହେଉଥିବା ବେଳେ ଏହି ଗଞ୍ଜେଇ ଜବତ ହୋଇଛି । ଘଟଣାସ୍ଥଳରୁ ମାଫିଆଙ୍କ ସହ ଗାଡିର ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here