ନିଖୋଜ ବୀର୍ଜୁ କୁଲ୍ଲୁ ଠାବ : ସୁନ୍ଦରଗଡ଼

ବିଗତ ଦଶନ୍ଧିରେ ଭୁଲ ବସତ ଭାରତ ସୀମା ଡେଇଁ ପାକିସ୍ତାନ ଜେଲରେ ରହିଥିବା ବିର୍ଜୁ କିଛିଦିନ ତଳେ ସରକାରଙ୍କ ଦ୍ବାରା ପାକିସ୍ତାନ ଜେଲରୁ ଉଦ୍ଧାର ପାଇ ନିଜ ଘର ସୁନ୍ଦରଗଡ଼ ଜିଲ୍ଲା କୁତ୍ରା କଟଙ୍ଗ ପଞ୍ଚାୟତ ଜଙ୍ଗର୍ ପଡ଼ାରେ ପହଞ୍ଚିଥିଲା I ମାତ୍ର ବିର୍ଜୁ ଗତ ଦୁଇ ଦିନ ତଳେ ପୁଣି ନିଖୋଜ ହୋଇଯାଇଥିଲା I ନିଖୋଜ ଥିବା ବୀର୍ଜୁ ତାଳଚେର ରେଳ ଷ୍ଟେସନରୁ ପୋଲିସ ଦ୍ବାରା ଉଦ୍ଧାର । ଵିର୍ଜୁର ଉଦ୍ଧାର ନେଇ ସୁନ୍ଦରଗଡ଼ ଏସ ପି ସାଗରିକା ନାଥ ସୂଚନା ଦେଲେ ।ବୀର୍ଜୁକୁ ସୁନ୍ଦରଗଡ଼ ଆଣିବା ପାଇଁ ସୁନ୍ଦରଗଡ ପୋଲିଶର ଏକ ଦଳ ତାଳଚେର ଯାଉଥିବା ସେ କହିଛନ୍ତି ।ତେବେ ବିର୍ଜୁ କେଉଁ ପରିସ୍ଥିତିରେ ଘରୁ ନିଖୋଜ ହେଇଥିଲା ସେ ନେଇ ତଦନ୍ତ ଜାରି ରହିଛି ।ବିର୍ଜୁ ଆସିବା ପରେ ପ୍ରକୃତ ଘଟଣା ଜଣା ପଡ଼ିବ ବୋଲି ଆରକ୍ଷୀ ଅଧିକ୍ଷୀକା କହିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here