ଆଜି କେନ୍ଦ୍ରାପଡାର ଲୋକପ୍ରିୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ପୁରୀ ଜିଲ୍ଲାପାଳ ଭାବେ ବଦଳି ପରେ କେୱାଇଜେଏର ସଭାପତି ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ରିପୋର୍ଟର ନମିତା ନାୟକ ଓ ରଞନ କୁମାର ସାହୁ,ସ୍ୱାଧିକାର ନିଉଜର ଚିଫ୍ ବ୍ୟୁରୋ ଦୂର୍ଗା ପ୍ରସାଦ ପତି, ଓଡିଆ ଚଳଚିତ୍ର ପ୍ରଡ୍ୟୁସର ଶ୍ରୀଯୁକ୍ତ ମାନସ କୁମାର ସାହୁ ଏବଂ ସମାଜସେବୀ ରାକେଶ କୁମାର ନାୟକ ପ୍ରମୁଖ ତାଙ୍କ ଗରାପୁରସ୍ଥିତ ଆବାସୀକ କାର୍ଯ୍ୟାଳୟ ପରିସରରେ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି।
କେନ୍ଦ୍ରାପଡରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।