ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଦିବସ ପାଳିତ

ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ନେତୃତ୍ୱରେ ଆଦିବାସୀ ଗଣହତ୍ୟା ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରାଯାଇଛି, ଯାଜପୁର କଳିଙ୍ଗ ନଗର ଠାରେ 2006 ମସିହାରେ ହୋଇଥିବା ନିରୀହ ଆଦିବାସୀଙ୍କ ଗଣହତ୍ୟାରେ ପ୍ରାଣ ହରାଇଥିବା ଦିବଂଗତ ଆଦିବାସୀ ଙ୍କ ଉଦ୍ଦେଶ୍ୟରେ କଂଗ୍ରେସ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।/ଏଥିରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ମଲ୍ଲିକ,ଜିଲ୍ଲାପରିଷଦ ସଭ୍ୟ ମହନି ରାଉତ,ଯୁବ କଂଗ୍ରେସ କୋଷାଧ୍ୟକ୍ଷ ବିଜୟ ବିଶ୍ବାଳ, କାହ୍ନୁଚରଣ ରାଉତ,ସଞ୍ଜୀବ ମିଶ୍ର,ନିରଞ୍ଜନ ସେନ,ସୁଦର୍ଶନ ବେହେରା,ଜ୍ୟୋତି ରଞ୍ଜନ ତାରିଣୀଆ,ନୃସିଂହ ଦାସ, ଉମେଶ୍ ସ୍ୱାଇଁ,ତପନ ବିଶ୍ବାଳ, ସେଖ୍ ହେଦୟତ୍ ଓ ବହୁ କଂଗ୍ରେସ୍ ନେତା ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ତଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here