କୋଭିଡ ରେ ମୃତ୍ୟୁ ବରଣ କରିଥିବା କୋଭିଦ୍ ଯୋଦ୍ଧା ଙ୍କ ପରିବାର କୁ ମୁଖ୍ୟମନ୍ତ୍ରୀ ୫୦ଲକ୍ଷ୍ୟ ଟଙ୍କା ପ୍ରଦାନ କରିଛନ୍ତି

ଜଗତସିଂହପୁର: ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ କନ୍ଫର୍ଏନସି ମାଧ୍ୟମରେ କୋଭିଦ୍ ଯୋଦ୍ଧା ଙ୍କ ପରିବାର କୁ ମୁଖ୍ୟମନ୍ତ୍ରୀ ୫୦ଲକ୍ଷ୍ୟ ଟଙ୍କା ପ୍ରଦାନ କରିଛନ୍ତି । ଜଗତସିଂହପୁର ର ଏରସମା ବ୍ଲକ ଅନ୍ତର୍ଗତ ଗଡବିଶ୍ନୂପୂର୍ ଗ୍ରାମ ପଞ୍ଚାୟତ ର ପଳିକନ୍ତା ଗ୍ରାମ ର ଗ୍ରାମ ରୋଜଗାର ସେବକ ସୂର୍ଗତ ଅମିର କୁମାର ତରାଇ ଙ୍କ ଧର୍ମପତ୍ରୀ ଅନ୍ନପୂର୍ଣ୍ଣା ଏବଂ ତାଙ୍କର ଦୁଇ ଝିଅଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ସହାୟତା ରାଶି ମଞ୍ଝୁରି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ତରଫରୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ସୁର୍ଗତ ଅମିର୍ ମିଶ୍ର ଙ୍କ ପତ୍ରୀ ଅନ୍ନ ପୂର୍ଣା ଦଳାଇ ଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା ର ନିର୍ଦେଶକ ଶ୍ରୀ ସରୋଜ କାନ୍ତ ମହାନ୍ତି , ଏରସମା ବିଡ଼ିଓ କୈଳାଶ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here