ଜଗତସିଂହପୁର ବିଜୁଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା

ଜଗତସିଂହପୁର ବିଜେଡ଼ି ଯୁବଜନତା ଦଳ ପକ୍ଷରୁ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଚକ ଠାରେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଯୁଗାନ୍ତକାରୀ ପଦକ୍ଷେପ କୁ କୃତଜ୍ଞତା ପ୍ରଦାନ କରିଛନ୍ତି।ଜିଲ୍ଲା ବିଜେଡ଼ି ଯୁବ ସଭାପତି ସୌମ୍ୟଜିତ ମହାପାତ୍ର,ଜିଲ୍ଲା ଯୁବ ବିଜେଡି ଉପସଭାପତି ଗୌରପ୍ରସାଦ ମହାନ୍ତି,ସମ୍ପାଦକ ସରୋଜକୁମାର ବିଶ୍ଵାଳ,ବିଜୟ ରାଉତ,ଆଇ ଟି ସଂଯୋଜକ ରତିରଞ୍ଜନ ବେହେରା,ପ୍ରମୁଖ ରାଉତ,ବ୍ଲକ ବିଜେଡ଼ି ଯୁବସଭାପତି ସମ୍ବିତ ମହାନ୍ତି, ଉପସଭାପତି ସୁଧିର ସ୍ବାଇଁ, ନଗର ଯୁବ ବିଜେଡ଼ି ସଭାପତି ସିତାଅଂଶୁ ଭୂଷଣ ଦାଶ, ଙ୍କ ସମେତ ବହୁ ଯୁବ ବିଜେଡି କର୍ମୀ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ରେ ସ୍ଥାନ ସଂରକ୍ଷଣ କୁ କ୍ୟାବିନେଟ ରେ ମଞ୍ଜୁର ପ୍ରଦାନ କରିଥିବାରୁ ଜିଲ୍ଲା ଯୁବ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here