କେସରlମାଲ ରେ ବିନା ସୂଚନା ଫଳରେ ଚାଲିଛି ହକି ପଡିଆ :ରାଜଗାଙ୍ଗପୁର

ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କେସରାମାଲ ପଞ୍ଚାୟତ ବଡକା ଟଲିରେ ତିଆରି ହେଉଛି ହକି ପଡିଆ l ତେବେ ଏଥିରେ ସୂଚନା ଫଳକ ଦିଶୁନାହିଁ ବିନା ସୂଚନା ଫଳକରେ ଚାଲିଛି ସରକାରୀ ଯୋଜନା l ତେବେ ଆରମ୍ଭ ହୋଇଛି କେତେ ଟଙ୍କାର ଯୋଜନା କିଛିଭି ଜଣା ପଡୁନାହିଁ ତେବେ ଗ୍ରାମବାସି କହୁଛନ୍ତି ମନରେଗା ଯୋଜନା ରେ ଏହି କାର୍ଯ୍ୟ ହେଉଛି l ସରକାରୀ କଳ ଜାଣିବ ଠିକା ନେଇଥିବା ଠିକା ଦlରଙ୍କୁ ଗ୍ରାମବାସି ଅଭିଯୋଗ କରିଛନ୍ତି ଏହି କାର୍ଯ୍ୟ ପାଇଁ କେତେ ଶ୍ରମିକ ନିୟୋଜିତ ହୋଇଛନ୍ତି l କାମ କେବେ ଆରମ୍ଭ ହୋଇ କେବେ ସରିବ ଏବଂ କେତେ ଟଙ୍କା ବ୍ୟୟ ଅଟକଳ ଏହାର କୌଣସି ସୂଚନା ନ ଥାଇ କେମିତି ଆଗେଇ ଚାଲିଛି ସରକାରୀ କାମ l ଜିଲ୍ଲା ପ୍ରଶାସନ ଏଥି ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଗ୍ରାମବାସି ଙ୍କ ଦାବି l

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ରଞ୍ଜିତ କୁମାର ରାଉତ ଙ୍କ ରିପୋର୍ଟ l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here