ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କ୍ଷେତ୍ର ପରିଦର୍ଶନ

ଆଜି ଦିନ ୧୦.୩୦ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୁରୀ ସଦର ବ୍ଲକର ପ୍ରତାପ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ରୁ ବିଜୟ ରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତ କୁ ସଞ୍ଜୋଗ କରୁଥିବା ରତ୍ନଚିରା ନଦୀ ଉପରେ ଚାକ୍ଷପଡା ମାଳସାହି ନିର୍ମାଣାଧୀନ ସେତୁ କାର୍ଯ୍ୟ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁଁ କ୍ଷେତ୍ର ପରିଦର୍ଶନ କରି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପୁରୀ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାଜପ୍ରସାଦ ଆଚାର୍ଯ୍ୟ,ଉପନିର୍ବାହୀ ଯନ୍ତ୍ରୀ ସିବଚ୍ଛ କୁମାର ଦାସ ଓ ସହକାରୀ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ଉପସ୍ଥିତ ଥିଲେ ପୂର୍ବତନ ସରପଞ୍ଚ ପ୍ରକାଶ ମିଶ୍ର ଓ କାର୍ତ୍ତବୀଯ୍ୟ ସ୍ଵାଇଁ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here