ନୟାଗଡ ଜିଲ୍ଲା ଭାପୁର ବ୍ଲକର ଲକ୍ଷ୍ମୀପୂଜା ପାଳନ

ନୟାଗଡ ଜିଲ୍ଲା ଭାପୁର ବ୍ଲକର ନିମାଣୀ ଗ୍ରାମ ପଞ୍ଚାୟତ ଠାରେ ପ୍ରତେକ ବର୍ଷ ଧୁମ୍ ଧାମ୍ ରେ ଲକ୍ଷ୍ମୀପୂଜା ପାଳନ କରା ଜାଉଥିବା ବେଳେ ଏ ବର୍ଷ ଗ୍ରାମରେ ଲକ୍ଷ୍ମୀପୂଜାଟିକୁ ବନ୍ଦ କରାଜାଉ ଥିବା ଶୁଣି ଗ୍ରାମବାସୀ ମାନେ ଦୁଃଖ ପ୍ରକାଶ କରିଥିଲେ I ପ୍ରତ୍ୟେକ ବର୍ଷ ମା’କଂ ଗାଦି ଝଲସୁ ଥିବା କଥାକୁ ମନେ ପକାଇ ସରକାରକଂର ନିୟମ ଅନୁସାରେ ସବୁଆଡେ କରାଜାଉଥିବା ଭଳି ଗ୍ରାମର ସମସ୍ତ ଜୁବ ସଦସ୍ଯ ମାନେ ଆଲୋଚନା କରି ସରକାରକଂର କୋଭିଡ ନିୟମକୁ ଆଖି ଆଗରେ ରଖି ଗ୍ରାମର ଯୁବ ସଦସ୍ଯ ମାନେ ଗ୍ରାମର ପୂର୍ବରୁ ପୂଜା କରାଉଥିବା କମିଟି ସହ ଆଲୋଚନା କରି ଅଭିନବ ଢଙ୍ଗରେ ପୂଜାଟିକୁ କରାଇଥିଲେ I ଗ୍ରାମବାସୀ ମାନେ ଜୁବ ପିଲାମାନକୁଂ ଧନ୍ଯବାଦ ଦେଇଥିଲେ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here