ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଙ୍କ SCB ମେଡ଼ିକାଲ କଲେଜ ଗ୍ରସ୍ତ : ପୁରୀ

ଆଜି ସନ୍ଧ୍ୟା ୫ଟା ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କଟକ SCB ମେଡ଼ିକାଲ କଲେଜକୁ ଗ୍ରସ୍ତ କରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବ୍ରହ୍ମଗିରି ପଞ୍ଚାୟତର ସାନବନ୍ଧକେରା ଗ୍ରାମର ମେରୁ ନାୟକ, କପିଳେଶ୍ଵରପୁର ପଞ୍ଚାୟତ ଦେଉଳପଡା କାଙ୍କୁଡା ଗ୍ରାମର ରାମଚନ୍ଦ୍ର ମହାପାତ୍ର ଓ ଗୋରୁଆଳ ଗ୍ରାମପଞ୍ଚାୟତର ଶଶି ରାଉତ ଙ୍କୁ ଦେଖା କରିବା ସହିତ ତା ଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ଓ ଅଧିକ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here